ରାଜ୍ୟ
ପୁଅକୁ ମାରିଦେଲେ : ଦୀଲିପଙ୍କ ମା’ – Ibnodisha

[ad_1]
ଭୁବନେଶ୍ୱର : ହାଇଟେକ ଦ୍ୱନ୍ଦ୍ୱ ; ପୁଅକୁ ମାରିଦେଲେ କହିଲେ ଦୀଲିପଙ୍କ ମା’ । ପୁଅକୁ ଜାଣିଶୁଣି ମାରିଦେଇଥିବା କହିଲେ ଦିଲୀପଙ୍କୁ ମା’ । ପୁଅ ଜୀବିତ ଥିବା ଶୁଣି ମେଡିକାଲ ଦୌଡି ପଳାଇ ଆସିଥିଲି । ଗୋଟାଏ ରାତି ଯାଏଁ ପୁଅ ଭଲ ଥିଲା, ମୋ ସହ କଥା ହୋଇଥିଲା । ୨ଟା ରାତିରେ ହଠାତ କହିଲ ତୁମ ପୁଅ ଅବସ୍ଥା ସଙ୍କଟାପନ୍ନ । ୩ଟା ରାତିରେ ଆସି କହିଲେ ତୁମ ପୁଅ ଆଉ ନାହିଁ ।
ମୃତଦେହ ବାବଦରେ ପୋଲିସ ନିଷ୍ପତ୍ତି ନେବ : ହାଇଟେକ୍ ସିଇଓ
[ad_2]




