ଦେଶ

ଟ୍ରକ ଧକ୍କାରେ ବାଇକ୍ ଆରୋହୀ ମୃତ – Ibnodisha

[ad_1]

ରେଙ୍ଗାଲି: ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ଧୁବେନଛାପଲ ଛକ ନିକଟରେ ଗତକାଲି ଅପରାହ୍ନରେ ଏକ ଟ୍ରକ ଧକ୍କାରେ ଜନୈକ ବାଇକ୍ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଜଣେ ଲୁନା ଆରୋହୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମୃତ ବାଇକ ଆରୋହୀ ମେଘପାଳ ନିବାସୀ ସୁମିତ ସମଦ (୨୬) ଏବଂ ଆହତ ଲୁଗା ଆରୋହୀ ଝାରସୁଗୁଡା ଜିଲ୍ଲାର ରାମପୁର ଗ୍ରାମ ର ଅଗସ୍ତି ବେହେରା (୫୩) ବୋଲି ଠେଲକୋଲୋଇ ଆଇଆଇସି ସାବିତ୍ରୀ ବଳଙ୍କ ଠାରୁ ପ୍ରକାଶ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button