ରାଜ୍ୟ
ଏକା ଲଢି ୧୫ ଲୋକସଭା ସିଟ୍ ଜିତିବୁ : ପ୍ରଦୀପ୍ତ ନାୟକ – Ibnodisha

[ad_1]
ଭୁବନେଶ୍ୱର : ପିସିସି ପ୍ରଭାରୀଙ୍କ ମନ୍ତବ୍ୟକୁ ବିଜେବିର କଡା ସମାଲୋଚନା । ବିଡେପି-ବିଜଡି ବୁଝାମଣା ମନ୍ତବ୍ୟକୁ ପ୍ରଦୀପ୍ତ ନାୟକଙ୍କ ସମାଲୋଚନା । କଂଗ୍ରେସ ବିଜେଡିରେ ବିକ୍ରି ହୋଇଥିବା ଦଳ ବୋଲି କହିଲେ ପ୍ରଦୀପ୍ତ । ସବୁ ନିର୍ବଚନରେ ବିଜେଡି ଠାରୁ ପଇସା ନେଇ କମ୍ ଭୋଟ ପାଉଛନ୍ତି । ଜାତୀୟ ସ୍ତରର ଦଳରେ ପ୍ରାର୍ଥୀ ହୋଇ ୩/୪ ହଜାର ଭୋଟ୍ ପାଉଛନ୍ତି । ବିଜେପି ବିଜେଡି କିମ୍ବା କଂଗ୍ରେସ ସହିତ ନାହିଁ ବୋଲି କହିଲେ ପ୍ରଦୀପ୍ତ ନାୟକ । କାହା ସହ ମେଣ୍ଟ ନ କରି ୧୫ଟି ଲୋକସଭା ସିଟରେ ଜିତିବୁ ।
[ad_2]