ରାଜ୍ୟ

ରାଜ୍ୟରେ ୧୫ ଡିଗ୍ରୀ ତଳେ ୧୯ ସହର ତାପମାତ୍ରା – Ibnodisha

[ad_1]

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତର ଲହରି । ୧୫ ଡିଗ୍ରୀ ତଳେ ୧୯ ସହରର ତାପମାତ୍ରା । ୭ ଦଶମିକ ୪ ଡିଗ୍ରୀ ସହ ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି କୋରାପୁଟରେ ୮ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୮ ଦଶମିକ ୫ ଡିଗ୍ରୀ ଓ ଫୁଲବାଣୀରେ ୯ ଦଶମିକ ୫ ଡିଗ୍ରୀ ଓ ସେମିଳିଗୁଡ଼ାରେ ୯ ଦଶମିକ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଭୁବନେଶ୍ୱରର ରାତିର ତାପମାତ୍ରା ୧୪ ଦଶମିକ ୪ଡିଗ୍ରୀ ରହିଛି । ରାଜ୍ୟରେ ୨ଦିନ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ । ଉପକୂଳଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଦେବ ।

ଅଜଣା ଗାଡି ଧକ୍କାରେ ତିନି ବାଇକ ଆରୋହୀଙ୍କ ମୃତ୍ୟୁ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button