ଦେଶ
ଜାପାନରେ ଭୂମିକମ୍ପ ଝଟକା – Ibnodisha

[ad_1]
ଜାପାନ : ପୁଣି ଜାପାନରେ ଶକ୍ତିଶାଳୀ ଭୂମିକମ୍ପ ଆସିଛି I ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିୟୋସାଇନ୍ସେସ୍ କହିଛି, ମଙ୍ଗଳବାର ଜାପାନର ହୋଶୁର ପଶ୍ଚିମ ଉପକୂଳ ନିକଟରେ ଭୂମିକମ୍ପ ଝଟ୍କା ଅନୁଭବ କରାଯାଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୦ ମପାଯାଇଛି। ଭୂମିକମ୍ପ ପରେ ଏ ପର୍ଯ୍ୟନ୍ତ ମୃତାହତ କି କ୍ଷୟକ୍ଷତିର ସୂଚନା ସାମ୍ନାକୁ ଆସିନାହିଁ । ଏହା ପୂର୍ବରୁ ଗତ ରବିବାର ମଧ୍ଯ ଭୂମିକମ୍ପ ଆସିଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୫.୦।
[ad_2]




