ରାଜନୀତି
ଖଣି ଦୁର୍ନୀତିର ସିବିଆଇ ତଦନ୍ତ ହେଉ : ଜୟନାରାୟଣ ମିଶ୍ର – Ibnodisha

[ad_1]
ଭୁବନେଶ୍ୱର : ରାଜ୍ୟରେ ଖଣି ଦୁର୍ନୀତିର ସିବିଆଇ ତଦନ୍ତ ଦାବି କଲା ବିଜେପି । ପ୍ରେସମିଟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଦାବି । ୧୪ ବର୍ଷରେ ୮ ଲକ୍ଷ ୯୭ ହଜାର କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି । ୧୯୨ଟି ଖଣି ଲିଜ୍ରୁ ୧୭୬ଟି ଜଙ୍ଗଲ ଅଞ୍ଚଳରେ ରହିଛି । ୯୮ ଖଣିର ଜଙ୍ଗଲ ଓ ପରିବେଶ ମନ୍ତ୍ରଳୟ ମଂଜୁରୀ ନାହିଁ । ବେଆଇନ ଭାବେ ଚାଲିଥିବା ଖଣିରୁ ଆଦାୟ ଜରିମାନା ବହୁତ କମ୍ । ଏ ସବୁ କାରବାର ମୁଖ୍ୟମନ୍ତ୍ରୀଙ୍କ ଜ୍ଞାତସାରରେ ହୋଇଛି । ଏନେଇ ରଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ଲେଖିଛୁ ; ସିବିଆଇ ତଦନ୍ତ ହେଉ ବୋଲି କହିଲେ ଜୟନାରାୟଣ ମିଶ୍ର ।
[ad_2]