ରାଜ୍ୟ

ଭୁବନେଶ୍ୱରରୁ ହୋର୍ଡିଂ ହଟୁ : ଅପରାଜିତା – Ibnodisha

[ad_1]

ଭୁବନେଶ୍ୱର : ଭୁବନେଶ୍ୱର ସହରରୁ ସବୁ ହୋର୍ଡିଂ ଉଠାଇବାକୁ ସାଂସଦ ଅପରାଜିତାଙ୍କ ଦାବି । ପ୍ରେସମିଟ୍‌ରେ ଦାବି କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ନୂଆବର୍ଷ ଶୁଭେଚ୍ଛା ପାଇଁ ମନଇଚ୍ଛା ଚାରିଆଡେ ହୋର୍ଡିଂ ଲଗାଯାଇଛି । ଏହା ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଛି, ସହର ଖରାପ ଦିଶୁଛି । ବିଏମ୍‌ସି କମିଶନର ପିସିଙ୍କ ସହାୟତାରେ ୨ ଦିନ ମଧ୍ୟରେ ହୋର୍ଡିଂ ହଟାନ୍ତୁ ।

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ, ୧ ଗୁରୁତର

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button