ରାଜ୍ୟ

ବାଲି ଉଠାଣରେ ହାଇକୋର୍ଟଙ୍କ ରୋକ୍‌ – Ibnodisha

[ad_1]

କଟକ: ବାଲିଉଠାଣ ଉପରେ ପୁଣି ହାଇକୋର୍ଟଙ୍କ ରୋକ୍ ଲାଗିଛି । ରାଜ୍ୟକ୍ରକାରଙ୍କ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ । ଗତ ୨୧ ତାରିଖରେ ବିଜ୍ଞପ୍ତି ଜାରି କରିଥିଲା ଖଣି ବିଭାଗ । ଅତି ଅବଶ୍ୟକକୁ ଦୃଷ୍ଟିରେ ରଖି ଅନୁମତି ଦେଇଥିଲା ବିଭାଗ । ହାଇକୋର୍ଟଙ୍କ ରହିତାଦେଶ ସତ୍ତ୍ୱେ ଏହିଭଳି ବିଜ୍ଞପ୍ତି ଜାରି କରିଥିଲା ।

ଟ୍ରକ୍ ଧକ୍କାରେ ପୁଅ ମୃତ, ବାପା ଗୁରୁତର

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button