ରାଜ୍ୟ

ଦିନରେ ଲଣ୍ଠନ ହେଖାଇବାକୁ ଅପଚେଷ୍ଟା କରୁଛନ୍ତି : ଧର୍ମେନ୍ଦ୍ର ପ୍ରଧାନ – Ibnodisha

[ad_1]

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ  ସିଧା ନିଶାନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହଙ୍ଗା ନିର୍ବାଚନ ମଣ୍ଡଳୀ କୁଳିଆରେ ଧର୍ମେନ୍ଦ୍ରଙ୍କ କଡା ମନ୍ତବ୍ୟ । କୁଳମଣି ଦିବ୍ୟସିଂହ ହତ୍ୟାର ହତ୍ୟାକାରୀ ଖୋଲାରେ ବୁଲୁଥିବା କହିଲେ । ହତ୍ୟାର ୩ ବର୍ଷ ପରେ ବି ଆଜି ହତ୍ୟାକାରୀମାନେ ନିଦ୍ୱର୍ନ୍ଦ୍ୱରେ ବୁଲୁଛନ୍ତି । ଏ ଅଞ୍ଚଳର ନୃଶମସ ବିଧାୟକ ଆଜି ବି ଖୋଲାମେଲାରେ ବୁଲୁଛନ୍ତି । ରାଜ୍ୟରେ ଅଧା ଡଜନ ମନ୍ତ୍ରୀ ଓ ଡଜନ ଡଜନ ବିଧାୟକଙ୍କ ନାଁରେ କେସ୍ ଅଛି । ବନୀନ ସରକାରଙ୍କ ସ୍ୱାସ୍ଥ୍ୟସେବା ଡିଣ୍ଡିମ୍ବ ହୋର୍ଡି, ପ୍ରଚାରର ରହିଛି । ଦଳେ ଇଣ୍ଡଇଣ୍ଡିଆ କଂପାନୀ ପ୍ରତିନିଧି ଆଜି ଓଡିଆ ଲୋକଙ୍କୁ ଦିନରେ ଲଣ୍ଠନ ହେଖାଇବାକୁ ଅପଚେଷ୍ଟା କରୁଛନ୍ତ । ଚାଟୁକାରମାନେ ଏବେ ସେମାନଙ୍କର ପ୍ରଭାବ ଦେଖାଉଛନ୍ତି । ଓଡିଆ ଲୋକମାନେ ଏକାଠି ହେବେ, ଏମାନଙ୍କୁ ଜବାବ ଦେବେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button