ଦେଶ

ଏବେ ମତେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ସମ୍ବୋଧନ କରାଯାଉଛି: ଶିବରାଜ ସିଂହ ଚୌହାନ – Ibnodisha

[ad_1]

ଭୋପାଳ: ବହିଷ୍କୃତ ମୁଖ୍ୟମନ୍ତ୍ରୀ ନୁହେଁ, ମତେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ସମ୍ବୋଧନ କରାଯାଉଛି ବୋଲି ପୁଣେସ୍ଥିତ ‘ଏମ୍‌ଆଇଟି’ ସ୍କୁଲ୍‌ ଅଫ୍‌ ଗଭର୍ଣ୍ଣମେଣ୍ଟ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ଶୁକ୍ରବାର ଦିନ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି।

ସେ କହିଛନ୍ତି, ଏବେ ମତେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ସମ୍ବୋଧନ କରାଯାଉଛି। ମୁଁ ବହିଷ୍କୃତ ମୁଖ୍ୟମନ୍ତ୍ରୀ ନୁହେଁ। ବେଳେ ବେଳେ ଦୀର୍ଘ ଦିନ ଧରି କ୍ଷମତାରେ ରହିବାରୁ ଜନତା ଗାଳି ଦିଅନ୍ତି। ତେଣୁ, ମୁଖ୍ୟମନ୍ତ୍ରୀମାନେ ପଦବୀ ଛାଡ଼ନ୍ତି। କିନ୍ତୁ, ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେଇଥିଲେ ବି ଲୋକେ ମତେ ସମର୍ଥନ କରୁଛନ୍ତି ଏବଂ ଯୁଆଡ଼େ ଗଲେ ‘ମାମା’ ବୋଲି ଡାକ ପକାଉଛନ୍ତି। ଜନତାଙ୍କ ଶ୍ରଦ୍ଧା ହିଁ ମୋର ଅସଲ ସମ୍ପଦ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button