ରାଜ୍ୟ

ଖୁବ ଶୀଘ୍ର ଗୁଡ଼ ନ୍ୟୁଜ ଦେବୁ: ଦୀପିକା ପାଦୁକୋନ – Ibnodisha

[ad_1]

ମୁମ୍ବାଇ: ମା’ ହେବାକୁ ଚାହୁଁଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ୨୦୧୮ ମସିହାରୁ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଅଭିନେତା ରଣବୀର ସିଂହଙ୍କୁ ବିବାହ କରିଛନ୍ତି। ହେଲେ ଏଯାଏ ସେମାନଙ୍କର କୌଣସି ସନ୍ତାନସନ୍ତତି ହୋଇନାହାନ୍ତି।

ଦୀପିକା ପାଦୁକୋନ ଓ ରଣବୀର ସିଂହ ହେଉଛନ୍ତ ବଲିଉଡ୍‌ର ପାୱାର୍‌ଫୁଲ୍‌ କପଲ କହିଲେ ଭୂଲ ହେବନି। ସେମାନଙ୍କ ବିବାହକୁ ପାଞ୍ଚ ବର୍ଷ ହେବା ପରେ ବି ଦୀପିକା ଏଯାଏ ମା’ ହୋଇ ନ ଥିବାରୁ ଫ୍ୟାନମାନେ ନିରାଶ ହୋଇଛି। କାରଣ ଦୀପିକାଙ୍କ ଏକ୍ସ ବୟଫ୍ରେଣ୍ଡ ରଣବୀର କପୁର ଜଣେ ସନ୍ତାନର ପିତା ହୋଇସାରିଲେଣି।

ନିକଟରେ ଏକ ଇଣ୍ଟରଭ୍ୟୁରେ ଦୀପିକା ପ୍ରଥମ ଥର ପାଇଁ ଫ୍ୟାମିଲି ପ୍ଲାନିଂ ଓ ପିଲାଛୁଆକୁ ନେଇ କଥା ହୋଇଛନ୍ତି। ସେ ସ୍ବୀକାର କରିଛନ୍ତି ଯେ ରଣବୀର ଓ ସେ ଦୁହେଁ ପିଲାଙ୍କୁ ଖୁବ୍‌ ଭଲପାଆନ୍ତି ଓ ସେମାନଙ୍କ ନିଜର ଏକ ପିଲା ଚାହାନ୍ତି ମଧ୍ୟ। କେଉଁଦିନ ସେହି ଶୁଭ ଦିନ ଆସିବ ସେମାନେ ଅପେକ୍ଷା କରି ରହିଛନ୍ତି।

ଏହାସହ ଦୀପିକା ଆହୁରି ବି କହିଛନ୍ତି ଯେ ତାଙ୍କ ପରିବାର ଲୋକ କୁହନ୍ତି ସେ ପିଲାବେଳେ ଯେପରି ଥିଲେ ଏବେ ବି ସେପରି ଅଛନ୍ତି। ଆଦୌ ବି ବଦଳି ନାହାନ୍ତି। ସେ ଜଣେ ସେଲିବ୍ରିଟି ହୋଇ ମଧ୍ୟ ତାହାର ପ୍ରଭାବ କେବେ ନିଜ ସମ୍ପର୍କ ଉପରେ ପଡ଼ିବାକୁ ଦେଇନାହାନ୍ତି। ବେବି ପ୍ଲାନ କରୁଛୁ ଦର୍ଶକ ଖୁବଶୀଘ୍ର ଗୁଡ ନ୍ୟୁଜ ପାଇବେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button