ଦେଶ
ଆମେ ଅଙ୍କିତା ସହ ବିକିର ବିବାହ କରାଇବାକୁ ଚାହୁନଥିଲୁ: ରଞ୍ଜନା ଜୈନ୍ – Ibnodisha

[ad_1]
ମୁମ୍ବାଇ : ଆମେ ଅଙ୍କିତା ସହ ବିକିର ବିବାହ କରାଇବାକୁ ଚାହୁନଥିଲୁ। ଶାଶୁ ରଞ୍ଜନା ଜୈନ୍ ଦେଲେ ଏଭଳି ବୟାନ। ବିଗ୍ ବସ୍ ୧୭ ଏବେ ଫାଇନଲର ନିକଟତର ହେଉଥିବା ବେଳେ ପ୍ରତିଯୋଗୀଙ୍କ ପରିବାର ଲୋକେ ସେମାନଙ୍କୁ ଭେଟିବା ପାଇଁ ଘର ଭିତରକୁ ଯାଇଥିବା ଭାଇରାଲ ପ୍ରମୋ ଭିଡିଓରେ ଦେଖାଯାଇଛି। ପୁଅ-ବୋହୂଙ୍କୁ ଭେଟି ବାହାରକୁ ଆସିବା ପରେ ରଞ୍ଜନା ଜୈନ୍ ଯେଉଁ ବୟାନ ଦେଇଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବିକିଙ୍କ ମା’ ବିବାହ ପାଇଁ ତାଙ୍କ ପରିବାର ରାଜି ନଥିଲେ ବୋଲି କହିଛନ୍ତି।
[ad_2]




