ଅପରାଧ

ଗ୍ରାମ୍ୟବ୍ୟାଙ୍କରୁ କଳାକନା ବୁଲାଇଲେ ଫେରାର ହୋଇଗଲେ ଦୁର୍ବୁତ୍ତ – Ibnodisha

[ad_1]

ପୁରୀ : ବିଳମ୍ବିତ ରାତିରେ ଗ୍ରାମ୍ୟବ୍ୟାଙ୍କରୁ କଳାକନା ବୁଲାଇଲେ ଫେରାର ହୋଇଗଲେ ଦୁର୍ବୁତ୍ତ। ଦିନକୁ ଦିନ ବଢିଚାଲିଛି ଲୁଟ। ଯାହାପାଇଁ ସାଧାରଣ ଲୋକେ ଅସୁବିଧାର ସାମ୍ନା କରୁଛନ୍ତି । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲାରେ । ସୂଚନା ଅନୁଯାୟୀ, ପୁରୀ ସତ୍ୟବାଦୀ ବ୍ଲକ ସାରଙ୍ଗ ଯୋଡ଼ି ଠାରେ ଥିବା ଗ୍ରାମ ବ୍ୟାଙ୍କରୁରେ ଗତକାଲି ରାତିରେ ଦୁର୍ବୁତ୍ତମାନେ ପଶି ଗେଟ୍ ତାଡି ଲୁଟିନେଲେ । ଏପରିକି ସିସିଟିଭିର ତାରାକୁ କାଟିଦେଇଛନ୍ତି । ତେବେ ଦୁର୍ବୁତ୍ତ ମାନେ କେତେ ତାଙ୍କ ଲୁଟ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏନେଇ ପୋଲିସ ତାର ତଦନ୍ତ ଆରମ୍ଭ କରିସାରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button