ରାଜ୍ୟ

ଗ୍ୟାରେଜରେ ଅଗ୍ନିକାଣ୍ଡ; ଜଳିଗଲା ଏକାଧିକ ଦୋକାନ – Ibnodisha

[ad_1]

ବାରିପଦା: ବାରିପଦା ମଧୁବନ ଗ୍ୟାରେଜରେ ଭୀଷଣ ଅଗ୍ନିକାଣ୍ଡ । ୨ଟି ଟାୟାର ମରାମତି ଦୋକାନ ପୋଡି ପାଉଁଶ। ଅଗ୍ନିଶମ ବିଭାଗର ତତ୍ପରତା ଯୋଗୁ ରକ୍ଷା ପାଇଲା ଅନ୍ୟ ଦୋକାନ।

ଖବର ଅନୁଯାୟୀ, ରବିବାର ସକାଳ ୬ଟା ବେଳକୁ ଟାୟାର ମରାମତି ଦୋକାନରୁ ଘନ କଳା ଧୂଆଁ ଉଠିବାର ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ କର୍ମଚାରୀ । ତେବେ ଏବେ ଯାଏଁ  ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ।

 

The post ଗ୍ୟାରେଜରେ ଅଗ୍ନିକାଣ୍ଡ; ଜଳିଗଲା ଏକାଧିକ ଦୋକାନ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button