ଦେଶ

ମାଞ୍ଜା ସୂତା ନେଲା ୬ ଜୀବନ – Ibnodisha

[ad_1]

ନୂଆଦିଲ୍ଲୀ : ମକର ସଂକ୍ରାନ୍ତିରେ ବିଭିନ୍ନ ସ୍ଥାନରେ ୬ ଜଣଙ୍କ ଜୀବନ ଗଲା । ଚାଇନିଜ ମାଞ୍ଜା ସୂତାରେ ବେକ କଟି ଯିବାରୁ ଜୀବନ ଗଲା । ଗୁଜୁରାଟରେ ୪, ସୁମ୍ବାଇ ଓ ମଧ୍ୟ ପ୍ରଦେଶରେ ଜଣେ ଲେଖାଏଁ ମୃତ । ବିଭିନ୍ନ ସ୍ଥାନରେ ଅନେକ ଆହତ ହୋଇ ମେଡିକାଲରେ ଚିକିତ୍ସାଧୀନ ।

ନିର୍ବାଚନ ଅଧିକାରୀଙ୍କୁ ବିଜେପି ଫେରାଦ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button