ରାଜ୍ୟ

ସ୍କୁଲରେ ବିଷ ପିଇଲେ ଛାତ୍ରୀ – Ibnodisha

[ad_1]

ଆସିକା: ସ୍କୁଲରେ ବିଷ ପିଇ ସପ୍ତମ ଶ୍ରେଣୀ ଛାତ୍ରୀର ଆତ୍ମହତ୍ୟା ଉଦ୍ୟମ । ଛାତ୍ରୀକୁ ଉଦ୍ଧାର କରି ଧରାକୋଟ ମେଡିକାଲରେ ଭର୍ତ୍ତି କଲେ ଶିକ୍ଷକ । କାହିଁକି ବିଷ ପିଇଲେ ତାହାର କାରଣ ଏବେ ଯାଏଁ ଜଣାପଡିନାହିଁ । ଛାତ୍ରୀର ସ୍ୱସ୍ଥ୍ୟବସ୍ଥା ଏବେ ସ୍ଥିର ସୂଚନା ରହିଛି ।

ନିର୍ବାଚନ ଅଧିକାରୀଙ୍କୁ ବିଜେପି ଫେରାଦ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button