ଦେଶ
ଆସାମରେ ଭୂକମ୍ପ ଝଟକା – Ibnodisha

[ad_1]
ନୂଆଦିଲ୍ଲୀ : ଆସାମର ଦାରଙ୍ଗରେ ବୁଧବାର ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।ଭାରତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ଏହି ଭୂକମ୍ପ ଝଟକାର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରେକର୍ଡ କରାଯାଇଛି। ଭୂମିକମ୍ପର ଝଟକା ଦାରଙ୍ଗ ଅଞ୍ଚଳରେ ସକାଳ ୭ଟା ୫୪ରେ ଅନୁଭୂତ ହୋଇଛି। ଏଥିରେ ଧନଜୀବନ ହାନୀ ନେଇ କୌଣସି ସୂଚନା ମିଳିନାହିଁ।
[ad_2]