ଦେଶ
ଆଫଗାନିସ୍ତାନରେ ଭୂମିକମ୍ପ ଅନୁଭୂତ – Ibnodisha

[ad_1]
ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଭୁକମ୍ପର ଝଟକା । ସୂଚନା ଅନୁଯାୟୀ,ରବିବାର ସନ୍ଧ୍ୟାସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ କମ୍ପନର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ତେବେ ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନରେ ବୋଲି ସୂଚନା ମିଳିଛି । ସେଠାରେ ଭୁକମ୍ପର ଝଟକା ଅନୁଭୂତ ହେବା ସଂଗେ ସଂଗେ ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ । ଭୂମିକମ୍ପର ତୀବ୍ରତା ୪.୫ ରେକର୍ଡ କରାଯାଇଥିଲାବେଳେ ଏଥିରେ କାହାର କୌଣସି କ୍ଷତି ହୋଇନାହିଁ । ତେବେ ଏହି ଭୂମିକମ୍ପ ଭାରତ ଓ ପାକିସ୍ତାନ ସହିତ ତଜାକିସ୍ତାନର କେତେକ ଅଞ୍ଚଳରେ ଅନୁଭୂତ ହୋଇଥିଲା ।
[ad_2]