ରାଜ୍ୟ

ବେଆଇନ ଦେଶି ମଦ ଜବତ : ୨ ଗିରଫ – Ibnodisha

[ad_1]

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ରୂପସା ଅଞ୍ଚଳ ଠାରେ ଜବତ ହେଲା ଦୁଇଶହ ଲିଟର ବେଆଇନ ଦେଶି ମଦ।ରୂପସା ଅଞ୍ଚଳରେ ବିଭିନ୍ନ ସମୟରେ ବେଆଇନ ମଦ କାରବାରକୁ ନେଇ ବାରମ୍ବାର ଅଭିଯୋଗ ହେଇଆସୁଥିଲା। ଏହାକୁ ଭିତ୍ତିକରି ଆଜି ବସ୍ତା ଅବକାରୀ ପୋଲିସ ସହିତ ମୋବାଇଲ୍ ସ୍ଵାଡ଼ ମିଳିତ ଭାବେ ଚଢ଼ାଉ କରିଛି। ତେବେ ଦୁଇଟି ବାଇକରେ ଦୁଇ ଯୁବକ ଜିତୁ ସେନାପତି ଏବଂ ମଦନ ସିଂ ରୂପସାରୁ ସୁନ୍ଦରହତା ଓ ଦୁଲାରବାଟି ଗ୍ରାମକୁ ଆସୁଥିବା ବେଳେ ଗଡପଦା ରେଳ ଲେବେଲ୍ କ୍ରସିଂରୁ ତାଙ୍କୁ ଧରିଛି ଅବକାରୀ ପୋଲିସ। ଏମାନଙ୍କ ନିକଟରୁ ଏକ ଶହ ଚାଳିଶ ଲିଟର ବେଆଇନ ମଦକୁ ଜବତ ସହିତ ବାଇକ୍ ମଧ୍ୟ ଜବତ କରିଛି ବସ୍ତା ଅବକାରୀ ବିଭାଗ। ଏନେଇ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ଅବକାରୀ ପୋଲିସ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button