ରାଜ୍ୟ
ଗୋଲକଙ୍କୁ ଧର୍ମେନ୍ଦ୍ରଙ୍କ ଚାଉଳ ଚିଠି – Ibnodisha

[ad_1]
ଭୁବନେଶ୍ୱର : ଓଡିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ସଂଗ୍ରହ ଲାଗି ଚିଠି । ଯୋଗାଣ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଚିଠି ଲେଖିଲେ । ଏନେଇ ଏଫସିଆଇକୁ ନିର୍ଦ୍ଦେଶ ଦେବାକୁ ଗୋୟଲଙ୍କୁ ଧର୍ମେନ୍ଦ୍ରଙ୍କ ଅନୁରୋଧ । ଚଳିତ ବର୍ଷ ରାଜ୍ୟରୁ ୭୯ ଲକ୍ଷ ମେଟ୍ରିକ୍ ଟ୍ରନ୍ ଚାଉଳ ସଂଗ୍ରହ ଆକଳନ । ପ୍ରାରମ୍ଭିକ ଆବଣ୍ଟନରେ କେନ୍ଦ୍ର ୪୪.୨୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ କିଣିବ । ତେଣୁ ବଳକା ଚାଉଳ ଏଫସିଆଇ ଜରିଆରେ ଓଡିଶାରୁ ଉଠାଇବା ଆବଶ୍ୟକ ।
୨୨ରେ ‘ରାମ ଜ୍ୟୋତି ପ୍ରଜ୍ୱଳନ’ କରି ଦୀପାବଳି ଉତ୍ସବ ପାଳନ କରନ୍ତୁ ରାଜ୍ୟବାସୀ: ମନମୋହନ ସାମଲ
[ad_2]