ରାଜ୍ୟ

କନିଷ୍ଠ ଶିକ୍ଷକ ନିଯୁକ୍ତି: ସତ୍ୟପାଠ ତଲବ – Ibnodisha

[ad_1]

କଟକ: ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା । ହାଇକୋର୍ଟରେ ରାଜ୍ୟ ସରାକରଙ୍କ ଜବାବ ଦାଖଲ ହୋଇଥିବା ସୂଚନା । ଜିଲ୍ଲା ୱାରୀ ମେରିଟ୍ ଲିଷ୍ଟ ଜାରି କରିଥିବା ଜଣାଇଲେ । ପୂର୍ବ ପ୍ରକାଶିତ ଲିଷ୍ଟ ପ୍ରତ୍ୟାହାର ହୋଇଛି କି ନାହିଁ ତାହା ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସତ୍ୟପାଠ ମାଧ୍ୟମରେ ଜଣାଥବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଶୀତ ଦିନରେ କାହିଁକି ଫାଟିଯାଏ ତ୍ୱଚା….ଆସନ୍ତୁ ଜାଣିବା….

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button