ରାଜ୍ୟ
କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ : ବିଜେପି – Ibnodisha
[ad_1]
ଭୁବନେଶ୍ୱର : ନବ ଦାଶ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି । ବିଧାନସଭାରେ କ୍ଷମା ମାଗିବାକୁ ଦାବି କଲେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର । କ୍ଷମା ପ୍ରର୍ଥନା ସହ ମାମଲାର ପୁଣି ସିବିଆଇ ତଦନ୍ତ ଦାବି କଲେ । ଗଣତନ୍ତ୍ର ମନ୍ଦିର ବିଧନସଭାକୁ ମୁଖ୍ୟମନ୍ତ୍ରୀ ମିଛକହି ଅପବିତ୍ର କରିଛନ୍ତି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମାମଲାର ଏଫବିଆଇ ତଦନ୍ତ କରିବ କହିଥିଲେ । ଏଫବିଆଇ କୁଆଡେ ଗଲା, ଏଭଳି ଉଭଟ ପରିକଳ୍ପନା କାହିଁକି କଲେ ମୁଖ୍ୟମନ୍ତ୍ରୀ । ୫ ତାରିଖ ବିଧାନସଭାରେ ଓଡିଶାବାସୀଙ୍କୁ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ ।
[ad_2]