Vastu tips :ଗାଧୋଇ ସାରିବାପରେ ଭୁଲରେ କରନ୍ତୁ ନାହିଁ ଏହି 5ଟି କାମ ନଚେତ ମାଡ଼ି ଆସିବ ଦରିଦ୍ରତା କାଙ୍ଗାଳ ହୋଇଯିବେ

ନମସ୍କାର ଦର୍ଶକବନ୍ଧୁ ଘରର ନାରୀ ହୁଅନ୍ତୁ କିମ୍ବା ପୁରୁଷ ହୁଅନ୍ତୁ ଏହି ପ୍ରକାର କିଛି ନିୟମ ଭଙ୍ଗ କଲେ ଘରକୁ ରୋଗ ଦୁଃଖ ବା ଦରିଦ୍ରତା ମାଡ଼ି ଆସିଥାଏ ଏହି ସବୁ ଭୁଲ କାର୍ଯ୍ୟକୁ କରିବା ଦ୍ୱାରା କଣ ହୋଇଥାଏ ଜାଣି ରଖନ୍ତୁ ନଚେତ ଅଜାଣତରେ ଆପଣଙ୍କ ଘରକୁ ଅଭାବ ଅନାଟନ ମାଡ଼ି ଆସିପାରେ ଗାଧେଇ ସାରିବା ପରେ ଏହି ସବୁ ଭୁଲ କାର୍ଯ୍ୟ ଜମା ବି କରନ୍ତୁ ନାହିଁ ନଚେତ ଘରକୁ ଦରିଦ୍ରତା ମାଡ଼ି ଆସିପାରେ |
ବନ୍ଧୁଗଣ ପୁରାଣ ଶାସ୍ତ୍ର ଅନୁସାରେ ଗାଧେଇ ସାରିବା ପରେ ଧର୍ମ କାର୍ଯ୍ୟ କରିବା ବିଧେୟ ହୋଇଥାଏ ନାରୀ ହୁଅନ୍ତୁ କିମ୍ବା ପୁରୁଷ ଯଦି ଶା-ରୀ-ରି-କ ସମ୍ପର୍କ ସ୍ଥାପନ କରନ୍ତି ତେବେ ମାତା ଲକ୍ଷ୍ମୀଙ୍କ ସମେତ ଶନିଦେବ ମଧ୍ୟ କୋପ ହୋଇଥାଆନ୍ତି ଏବଂ ତାଙ୍କ କୋପ ଦୃଷ୍ଟିରେ ପରିବାରରେ ଅଚାନକ ଦୁଃଖ ,ଦୁର୍ଦଶା ମାଡ଼ି ଆସିଥାଏ ତେଣୁ ଗାଧେଇ ସାରିବା ପରେ ଶାରୀରିକ ସମ୍ପର୍କ ରଖିବା ମହା ପାପ ହୋଇଥାଏ |
ଠିକ ସେହିପରି ଗାଧେଇ ସାରିବା ପରେ ଶରୀରରେ ତେଲ ଲଗାଇବା ଅପବିତ୍ର କାର୍ଯ୍ୟ ହୋଇଥାଏ ଏଣୁ ଗାଧେଇ ସରିଲା ପରେ ତେଲ ଲଗେଇଲେ ଘରକୁ ଦରିଦ୍ରତା ମାଡ଼ି ଆସିଥାଏ ଧନର ଘୋର ଅଭାବ ଦେଖା ଦେଇଥାଏ ହସ ଖୁସିର ଘର ଦୁଃଖ ପୂର୍ଣ୍ଣ ହୋଇଥାଏ ତେଣୁ ଗାଧେଇ ସାରିବା ପରେ ଶରୀରରେ ତେଲ ଲଗାଇବା ନିଷେଧ ହୋଇଥାଏ |
ଗାଧେଇ ସାରିବା ପରେ ଓଦା ବସ୍ତ୍ର ପିନ୍ଧି ଘରର କୌଣସି କାର୍ଯ୍ୟ କରିବା ଅନୁଚିତ ହୋଇଥାଏ ତେଣୁ ଗାଧେଇ ସାରିବା ପରେ ଦେବ କାର୍ଯ୍ୟ ,ରୋଷେଇ କାର୍ଯ୍ୟ ,ଗୃହର ଅନ୍ୟାନ୍ୟ କାର୍ଯ୍ୟ କରିବା ନିଷେଧ ହୋଇଥାଏ |ଅମାନ୍ୟ କରି ଘରେ ଏହି ସବୁ କାର୍ଯ୍ୟ ଯିଏ କରେ ଘରେ ପରିବାରର ସଦସ୍ୟଙ୍କୁ ରୋଗ ହୋଇଥାଏ ଏବଂ ତାହା ସହିତ ଧନର ଘୋର ଅଭାବ ମଧ୍ୟ ଦେଖା ଦେଇଥାଏ ଅନେକ କାର୍ଯ୍ୟରେ ବାଧା ମଧ୍ୟ ଉତ୍ପନ ହୋଇଥାଏ |
ଗାଧେଇ ସାରିବା ପରେ ନାରୀ କିମ୍ବା ପୁରୁଷ ହୁଅନ୍ତୁ ଖିଅର ହେବା ଯେପରିକି ଚୁଟି କାଟିବା ,ଦାଢ଼ି କାଟିବା ,ନଖ କାଟିବା ଇତ୍ୟାଦି ଦୋଷ ଯୁକ୍ତ କାର୍ଯ୍ୟ ହୋଇଥାଏ ଏଣୁ ଗାଧେଇ ସାରିବା ପରେ ଚୁଟି ନଖ କାଟିବା ପରେ ଘରକୁ ଦରିଦ୍ରତା ମାଡ଼ି ଆସିଥାଏ |ଧନର ଘୋର ଅଭାବ ଦେଖା ଦେଇଥାଏ |
ଘରର ମହିଳା ମାନେ ଗାଧେଇ ସାରି ମୁଣ୍ଡର କେଶକୁ ଓଦା ଏବଂ ଫୁଙ୍ଗୁଳା କରି କୌଣସି ବି କାର୍ଯ୍ୟ କରିବା ଶାସ୍ତ୍ର ବିରୋଧୀ ହୋଇଥାଏ ଏଣୁ ମୁଣ୍ଡକୁ ଭଲ ଭାବରେ ଧୋଇ କେଶକୁ ବାନ୍ଧି ମଥାରେ ସିନ୍ଦୁର ଲଗାଇ ଘରର ସମସ୍ତ କାର୍ଯ୍ୟ ବା ଦେବ କାର୍ଯ୍ୟ କରିବା ବିଧେୟ ହୋଇଥାଏ ଏହାର ବିପରୀତ ହେଲେ ଘରର ଇଷ୍ଟ ଦେବା ଦେବୀ ପଳାୟନ କରିଥାଆନ୍ତି |