IBN ଓଡ଼ିଶା ବ୍ୟୁରୋ

6ଟି stone କହୁଛି ଆପଣଙ୍କ ଭବିଷ୍ୟତ ତୁରନ୍ତ ଜାଣନ୍ତୁ ନିଜର ଭବିଷ୍ୟତ ଓ ଆଗାମୀ ଜୀବନ କିପରି ରହିବ

ନମସ୍କାର ଦର୍ଶକବନ୍ଧୁ ଏହି ବିଷୟଟିରେ ଛଅଟି ଷ୍ଟୋନ ଦିଆଯାଇଅଛି ଏମାନଙ୍କ ମଧ୍ୟରୁ ଆପଣଙ୍କୁ କେଉଁ ଷ୍ଟୋନଟି ଅଧିକ ଆକର୍ଷିତ କରିଲା କିମ୍ବା ଆପଣଙ୍କ ଦୃଷ୍ଟି କେଉଁ ଷ୍ଟୋନ ଉପରେ ଯାଇ ଅଟକିଲା ଏହି କଥା ଆପଣଙ୍କ ବିଷୟରେ କିଛି ଖାସ କଥା କହିଥାଏ |ତେବେ ଆପଣ ଯେଉଁ କଥାକୁ ନେଇ ଚିନ୍ତାରେ ଘେରି ହୋଇ ରହିଛନ୍ତି ସେହି ସବୁର ସମାଧାନ ଏହି ଷ୍ଟୋନ ମଧ୍ୟରେ ଲୁଚିକି ରହିଅଛି ତ ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଷ୍ଟୋନ ଏବଂ ଜାଣନ୍ତୁ ନିଜ ଭବିଷ୍ୟତ ବିଷୟରେ କିଛି ଭାଗ୍ୟ ବଦଳାଇ ଦେବା ଭଳି କଥା |

ପ୍ରଥମ ଷ୍ଟୋନ -ଯଦି ଆପଣଙ୍କୁ ଏହି ପ୍ରକାର ଷ୍ଟୋନ ଅଧିକ ଆକର୍ଷିତ ଲାଗିଲା ଯାହାକି ପ୍ରଥମେ ରହିଛି ଏହାର ଅର୍ଥ ଏହା ଅଟେ କି ଆପଣ ପ୍ରତ୍ୟକ ଜିନିଷ ଠାରୁ ନିଜ ସ୍ୱତନ୍ତ୍ରତାକୁ ଅଧିକ ଧ୍ୟାନ ଦେଇଥାଆନ୍ତି |ଏହି ଷ୍ଟୋନ ଆପଣଙ୍କୁ କହିଥାଏ କି ଆପଣଙ୍କ ଜୀବନର ସମସ୍ୟା ଓ ସଫଳତାର ଜଞ୍ଜାଳରୁ ମୁକ୍ତି ଆବଶ୍ୟକ ଆପଣଙ୍କୁ ଏକ ଏପରି ସ୍ଥାନକୁ ଯିବା ଆବଶ୍ୟକ ଯେଉଁଠାରୁ ଆପଣ ବାହାରର ଦୁନିଆର ଚିନ୍ତା ଠାରୁ ଭୁଲି ନିଜର ଉପରେ ଧ୍ୟାନ ଦେଇପାରିବେ ନିଜ ଭିତର ଶବ୍ଦକୁ ଶୁଣି ପାରିବେ |

ଦ୍ୱିତୀୟ ଷ୍ଟୋନ -ଏହି ଷ୍ଟୋନର ନିର୍ଣ୍ଣୟ ଏହା ଦର୍ଶାଉଛି ଯେ ଆପଣଙ୍କ ଜୀବନ ଏବେ ପରିବର୍ତ୍ତନର ରୂପ ନେଉଛି ଶୀଘ୍ର ହିଁ ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବାକୁ ଯାଉଛି |ଆପଣଙ୍କ ଭିତରେ ଆଧ୍ୟତ୍ମିକ ପରିବର୍ତ୍ତନ ଆସିବ ଯାହାକୁ କେବଳ ଆପଣ ହିଁ ଅନୁଭବ କରିପାରିବେ |ପ୍ରେମ ସମ୍ବଦରେ ମଧ୍ୟ ଆପଣ ପରିମାର୍ଜିତ ଅନୁଭବ କରିବେ |

ତୃତୀୟ ଷ୍ଟୋନ -ଯେଉଁ ମାନେ ଏହି ଷ୍ଟୋନ ଟିକୁ ବାଛିଛନ୍ତି ତ ଏହି ଷ୍ଟୋନଟି ଆପଣଙ୍କ ବିଷୟରେ କହୁଛି କି ଆପଣ ବହୁତ ଆଶାବାଦୀ ପ୍ରକୃତିର ବ୍ୟକ୍ତି ଅଟନ୍ତି |ଆପଣଙ୍କ ଭବିଷ୍ୟ ଯେତେ ଉଜ୍ଜଳ ହୋଇପାରେ ତାହା ଅବଶ୍ୟ ହିଁ ହେବ ଆପଣ ଅନ୍ୟମାନଙ୍କ ଦୁଃଖ ଏବଂ ଭାବନାକୁ ଯେତେ ଅଧିକ ବୁଝି ପାରିବେ ତ ଆପଣଙ୍କୁ ସେତେ ହିଁ ଅଧିକ ଲାଭ ପ୍ରାପ୍ତ ହେବ |

ଚତୁର୍ଥ ଷ୍ଟୋନ -ଏହି ଷ୍ଟୋନ ଟିକୁ ବାଛିବାର ଅର୍ଥ ଏହା ଅଟେ କି ଆପଣଙ୍କ ଚେତନା ଆପଣଙ୍କୁ ଏହା କହିବାକୁ ଚାହୁଁଚି କି ଏବେ ଯେଉଁ ସମୟ ଚାଲୁଛି ତାହା ପୁରୁଣା ଜିନିଷ ପୁରୁଣା ସମ୍ବଦ ପୁରୁଣା ଜୀବନ ଶୈଳୀ ଠାରୁ ଅଳ୍ପ ବ୍ରେକ ନେବାର ଅଛି |ଆପଣଙ୍କୁ ନୂଆ ଜୀବନ ପ୍ରତି ଧ୍ୟାନ ଦେବାକୁ ପଡ଼ିବ ଓ ପୁରୁଣା କଥାକୁ ଭୁଲି ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବା ପାଇଁ ପଡ଼ିବ |

ପଞ୍ଚମ ଷ୍ଟୋନ -ଯଦି ଆପଣ ଏହି ଷ୍ଟୋନଟିକୁ ବାଛିଛନ୍ତି ତ ଏହାର ଅର୍ଥ ଏହା ଅଟେ କି ଆପଣଙ୍କ ମୃତ୍ୟୁ ପୂର୍ବଜ କିମ୍ବା ଆପଣଙ୍କ ଅସ୍ତି ନିକଟ ମୃତ ସମ୍ପର୍କୀୟ ଆପଣଙ୍କ ପାଖକୁ କୌଣସି ବିଶେଷ ଚେତନ ଦେବାକୁ ପ୍ରୟାସ କରୁଛନ୍ତି |ଆପଣଙ୍କୁ ଏପରି ଭାବନାକୁ ବୁଝିବା ଏବଂ ଜାଣିବାର ଆବଶ୍ୟକ ଅଟେ |

ଷଷ୍ଠ ଷ୍ଟୋନ -ଆପଣ ଯଦି ଏହି ଷ୍ଟୋନ ଟିକୁ ବାଛିଛନ୍ତି ଏହା ଆପଣଙ୍କ ଭିତରେ ଥିବା ରୋମାଣ୍ଟିକ ବ୍ୟକ୍ତିତ୍ୱର ରହସ୍ୟ ଖୋଲୁଅଛି ଯାହାକୁ ସର୍ବଦା ଖେଳ କୁଦ କରିବାର ସବୁଠାରୁ ଅଧିକ ଆଗ୍ରହ ଅଟେ |ଆପଣଙ୍କୁ ନୂଆ ନୂଆ ଅନୁଭବକୁ ପାଇବା ସେଥିପାଇଁ ଆପଣଙ୍କୁ ପ୍ରୟାସ କରିବା ଆବଶ୍ୟକ ଏବଂ ଯାହା ହେଉ ନୂଆ ନୂଆ ମିତ୍ର କରିବା ପାଇଁ ସର୍ବଦା ତତ୍ପର ରହିଥାଆନ୍ତି |

Related Articles

Leave a Reply

Your email address will not be published. Required fields are marked *

Back to top button