IBN ଓଡ଼ିଶା ବ୍ୟୁରୋ

ଏବେ ଏବେ ସରକାର କଲେ ବଡ଼ ଘୋଷଣା ଏହି ଯୋଜନାରେ ମହିଳାଙ୍କୁ ମିଳିବ ପାଞ୍ଚ ହଜାର ଟଙ୍କା ,ଜାଣିଲେ ଖୁସିରେ ନାଚି ଉଠିବେ

ନମସ୍କାର ଦର୍ଶକବନ୍ଧୁ ମୋଦି ସରକାରଙ୍କ ପ୍ରଧାନ ମନ୍ତ୍ରୀ ମାତୃ ବନ୍ଦନା ଯୋଜନା ନେଇ ଆସିଲା ବହୁତ ବଡ଼ ଅପଡେଟ ଯାହାକି ମିଳିବାକୁ ଯାଉଛି 5,000 ଟଙ୍କା |ମୋଦି ସରକାର ମହିଳାଙ୍କ ଉନ୍ନତି ତଥା ବିକାଶ ପାଇଁ ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି ଏହି କ୍ରମରେ ମୋଦି ହିତାଧକାରୀଙ୍କୁ ତିନି ହଜାର ଭାବରେ ବରଂ ମାତୃ ବନ୍ଧନ ଯୋଜନାରେ ଏବେ ଦୁଇଟି କିସ୍ତିରେ 5,000 ଟଙ୍କା ନିଷ୍ପତି ନେଇଛନ୍ତି ଆଗରୁ ଏହି ଯୋଜନାରେ ତିନି ହଜାର ଟଙ୍କା ମିଳୁଥିବା ବେଳେ ବର୍ତ୍ତମାନ ସମୟରେ ଏହାକୁ ପରିବର୍ତ୍ତନ କରାଯାଇ 5,000 କରାଯିବ ବୋଲି ନିଷ୍ପତି ନିଆଯାଇଛି |

ଯଦି ଆପଣଙ୍କର ଦ୍ୱିତୀୟ ଥର ଝିଅ ଜନ୍ମ ହେଉଛି ତେବେ ଅତିରିକ୍ତ ଆଉ ହଜାର ଟଙ୍କା ମିଳିବ ବୋଲି ଅପଡେଟ ଦେଖିବାକୁ ମିଳିଛି |ଗର୍ଭବତୀ ମହିଳା ମାନେ ସେମାନଙ୍କ ସ୍ବାସ୍ଥ୍ୟ ,ପ୍ରସବ ଏବଂ ଖାଦ୍ୟ ପାଇଁ ଏହି ଅର୍ଥ ଖର୍ଚ୍ଚ କରିପାରିବେ | ଏହା ସହିତ ଆଶା ହିତାଧିକାରୀ ଘରକୁ ଯାଇ ଗର୍ଭବତୀ ମହିଳାଙ୍କର ବିବରଣୀ ସ୍ମାର୍ଟ ଫୋନରେ ଅନଲାଇନ ଦ୍ୱାରା ଆବେଦନ କରି ନେଇପାରିବେ |

ଏହି ଯୋଜନା 2017 ମସିହାରେ ଆରମ୍ଭ କରା ଯାଇଥିଲା ଆଉ ଆଗରୁ ଏଥିରେ 3,000 ଟଙ୍କା ଦିଆ ଯାଉଥିଲା |ବର୍ତ୍ତମାନ ଏଥିରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି ଯାହା ଦ୍ୱାରା ଗର୍ଭବତୀ ମହିଳା ମାନେ ସମୟ ସମୟରେ ଯାଇ ନିଜକୁ ଚେକିଙ୍ଗ କରିପାରିବେ ଓ ପୃଷ୍ଟିକର ଖାଦ୍ୟ ମଧ୍ୟ ଗ୍ରହଣ କରିପାରିବେ |

ଏହି ଯୋଜନାରେ ଶ୍ରମିକ ଶ୍ରେଣୀର ମହିଳା ମାନଙ୍କୁ ଆରାମ ଯୋଗାଇବା ପାଇଁ ଉଦ୍ୟମ କରାଯାଉଛି ପ୍ରଥମ କିସ୍ତି 3,000 ଟଙ୍କା ଓ ପରେ 2,000 ଟଙ୍କା ଗର୍ଭବତୀ ମହିଳାଙ୍କ ଖାତାକୁ ପଠାଯିବ ଏହି ଟଙ୍କା ମହିଳା ମାନଙ୍କୁ ପ୍ରସବ ପରେ ନଅ ମାସ ପାଇଁ ଅର୍ଥାତ 270 ଦିନ ପାଇଁ ଦିଆଯିବ |

ଏହି ଯୋଜନା ଅଧୀନରେ ପୂର୍ବରୁ ହିତାଧିକାରୀ ମାନେ ଜନ ସେବା କେନ୍ଦ୍ରକୁ ଯାଇ ଆବେଦନ କରିବା ପାଇଁ ପଡୁଥିଲା କିନ୍ତୁ ଗ୍ରାମ ଗୁଡ଼ିକର ସହରାଞ୍ଚଳର ସ୍ୱାସ୍ଥ୍ୟ କେନ୍ଦ୍ରରେ ପୋଷ୍ଟ କରାଯାଇଥିବା ଏଏନଏମ ଗୁଡ଼ିକ ସୂଚନା ପାଇବା ମାତ୍ରେ ସେମାନେ ସେମାନେ ହିତାଧିକାରୀଙ୍କ ଘରେ ପହଁଚି ସ୍ମାର୍ଟ ଫୋନ ଜରିଆରେ ଅନଲାଇନରେ ଆବେଦନ କରି ନେଇପାରିବେ |

Related Articles

Leave a Reply

Your email address will not be published. Required fields are marked *

Back to top button