ଦେଶ

ଚମ୍ପଇ ସୋରେନ ହେଲେ ଝାରଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ – Ibnodisha

[ad_1]

ଚମ୍ପଇ ସୋରେନ ହେଲେ ଝାରଖଣ୍ଡ ର ନୂଆ ମୁଖ୍ୟମନ୍ତ୍ରୀ , ତାଙ୍କୁ ଗଠବନ୍ଧନ ର ବୈଠକ ରେ ବିଧାୟକ ଦଳ ର ନୂଆ ନେତା ଭାବରେ ବଛା ଯାଇଛି l ଚମ୍ପଇ ସୋରେନ ହେମନ୍ତ ସୋରେନ ଙ୍କ ର ଖୁବ ନିକଟତର ଅଟନ୍ତି l ଇତି ମଧ୍ୟରେ ହେମନ୍ତ ସୋରେନ ରାଜ ଭବନ ପହଂଚି ସାରି ରାଜ୍ୟପାଳ ଙ୍କୁ ନିଜର ଇସ୍ତଫା ପତ୍ର ଦେଇ ସାରିଛନ୍ତି l ଏହା ପୂର୍ବରୁ ହେମନ୍ତ ସୋରେନ ଙ୍କ ପତ୍ନୀ କଳ୍ପନା ସୋରେନ ଙ୍କ ନାମ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ବଛା ଯାଇଥିଲା l କିନ୍ତୁ ଏହାକୁ ନେଇ ପରିବାର ରେ ବିରୋଧଭାସ ଉଠିଥିଲା l

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button