ଦେଶ

ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତ୍ରୀ ଆରତୀ ସିଂ – Ibnodisha

[ad_1]

ନୂଆଦିଲ୍ଲୀ: ବିଗ୍ ବସ୍ ୧୩ ରେ ଦେଖାଯାଇଥିବା ଲୋକପ୍ରିୟ ଛୋଟ ପରଦା ଅଭିନେତ୍ରୀ ଆରତୀ ସିଂ ଶେଷରେ ବିବାହ କରିବାକୁ ଯାଉଛନ୍ତି। ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ ହାସ୍ୟ ଅଭିନେତା କୃଷ୍ଣ ଅଭିଷେକଙ୍କ ଭଉଣୀ ତଥା ଅଭିନେତ୍ରୀ ଆରତୀ ସିଂ ତାଙ୍କ ପ୍ରେମିକା ଦୀପକ ଚୌହ୍ବାନଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବେ।ରିପୋର୍ଟରୁ ପ୍ରକାଶ ଯେ ଆରତୀ ଆସନ୍ତା ମାସରେ ବିବାହ କରିବାକୁ ଚାହୁଁଛନ୍ତି। ସେ ଏପ୍ରିଲ କିମ୍ବା ମେ ମାସରେ ବିବାହ କରିବାକୁ ସ୍ଥିର କରିଛନ୍ତି। ନିଜ ପସନ୍ଦର ସ୍ଥାନ ପାଇଲେ ସେ ଯେକୌଣସି ମାସରେ ବିବାହ କରିପାରନ୍ତି ବୋଲି ସୂଚନା ରହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button