ଦେଶ

ଦୁର୍ନୀତି ପ୍ରମାଣିତ ହେଲେ ରାଜନୀତିରୁ ସନ୍ନ୍ୟାସ ନେବି: ହେମନ୍ତ ସୋରେନ – Ibnodisha

[ad_1]

ରାଞ୍ଜି: ଆଜି ଝାଡ଼ଖଣ୍ଡ ବିଧାନସଭାର ଦୁଇ ଦିନିଆ ଅଧିବେଶନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନଙ୍କ ଫ୍ଲୋର ଟେଷ୍ଟ ପାଇଁ ଅଧିବେଶନ ଆରମ୍ଭ ହୋଇଛି । ଏଥିପାଇଁ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଝାଡ଼ଖଣ୍ଡ ପୂର୍ବର୍ତ୍ତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ବିଧାନସଭାରେ ଉପସ୍ଥିତ ରହିଛନ୍ତି । ଯଦି ଜମି ଦୁର୍ନୀତି ମାମଲାରେ ତାଙ୍କ ନାମରେ ପଞ୍ଜୀକୃତ ହୋଇଥିବା ଜମିର ଦଲିଲଗୁଡ଼ିକୁ ଦେଖାଇ ଦିଅନ୍ତି ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି ହେମନ୍ତ । ଏଥିସହ ତାଙ୍କ ଗିରଫଦାରୀ ପଛରେ ରାଜ୍ୟପାଳଙ୍କ ହାତ ଅଛି ବୋଲି ସେ ସଙ୍ଗୀନ ଅଭିଯୋଗ କରିଛନ୍ତି ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button