ଅପରାଧ

ଦେଶୀ ମଦ ସହ ବାଇକ ଜବତ, ଜଣେ ଗିରଫ – Ibnodisha

[ad_1]

ବୁଗୁଡ଼ା : ତା ୦୫/୦୨/୨୪ : ବୁଗୁଡ଼ା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମଠାରେ ବାଇକ ଯୋଗେ ଦେଶୀ ମଦ ଚୋରା ଚାଲାଣ କରୁଥିବା ବେଳେ ପୋଲିସ ବାଇକ ସହ ୨୬ ଲିଟର ମଦ ଜବତ କରିଛି l ଏ ନେଇ କେସ୍ ନଂ-୮୧/୨୪ ରେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୁଶାନ୍ତ କୁମାର ଜେନାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣା ପଡିଛି l ଗୋଲିଆ ଗ୍ରାମ ବଡ଼ସାହିର ସୁଶାନ୍ତ ବାଇକ ଯୋଗେ ଚୋରା ମଦ ନେଇ ଯାଉଥିବା ବେଳେ ବ୍ରିଜ୍ ନିକଟରେ ପୋଲିସ ହାବୁଡ଼ରେ ପଡିଥିଲା l

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button