ଦେଶ

ହରକ ସିଂ ରାୱତଙ୍କ ଘରେ ଇଡି ଚଢଉ – Ibnodisha

[ad_1]

ନୂଆଦିଲ୍ଳୀ: କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ହରକ ସିଂ ରାୱତଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢଉ କରିଛି । ହରକଙ୍କ ବିରୋଧରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଡ଼ି । ଦିଲ୍ଲୀ, ଚଣ୍ଡିଗଡ ଏବଂ ଉତ୍ତରପ୍ରଦେଶରେ ଥିବା ବାସଭବନରେ ଚଢଉ କରାଯାଇଛି। ଏହି ୩ଟି ରାଜ୍ୟରେ ମୋଟ ୧୬ଟି ସ୍ଥାନରେ ରେଡ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button