ଅପରାଧ

ରେଲୱେ କର୍ମଚାରୀଙ୍କ ସୁନା ଅଳଙ୍କାରା ଲୁଟି ନେଲେ ଦୁର୍ବୃତ୍ତ – Ibnodisha

[ad_1]

ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା । ରେଲୱେ କର୍ମଚାରୀଙ୍କ ଘରୁ ଲୁଟି ନେଲେ ସୁନା ଅଳଙ୍କାରା ମଞ୍ଚେଶ୍ବର ଥାନା ଭୋଟପଡା ଗାଁର ପୂର୍ଣ୍ଣାନନ୍ଦ ଭୋଇଙ୍କ ଘରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଘରେ କେହି ନଥିବାର ସୁଯୋଗ ନେଇ କବାଟ ତାଲା ଭାଙ୍ଗି ଲକର୍ ଭିତରୁ ୪କ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ନେଇଯାଇଛନ୍ତି । ସିସିଟିଭି ଫୁଟେଜକୁ ଜବତ କରି ତଦନ୍ତ କରୁଛି ମଞ୍ଚେଶ୍ବର ଥାନା ପୋଲିସ। ଗତ କିଛିଦିନ ହେବ ମଞ୍ଚେଶ୍ଵର ଅଞ୍ଚଳରେ ବାରମ୍ବାର ଲୁଟ୍ ହେଉଛି ଫଳରେ ଭୟଭୀତ ଅବସ୍ଥାରେ ରହୁଛନ୍ତି ସ୍ଥାନୀୟ ଲୋକ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button