IBN ଓଡ଼ିଶା ବ୍ୟୁରୋ

ଯଦି ରୋଷେଇ ଘରେ ଏହି ୩ଟି କାମ କରୁଛନ୍ତି ତା ହେଲେ ସାଙ୍ଗେ ସାଙ୍ଗେ ହୋଇଯିବେ ଭିକାରୀ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରୋଷେଇ ଘରେ ଏହି ୩ ଟି କାମ କଲେ ସେହିଦିନ ହୋଇଯିବେ ଭିକାରୀ। ବନ୍ଧୁଗଣ ରୋଷେଇ ଘରେ ୩ ଟି ଭୁଲ କାମ କରନ୍ତୁ ନାହିଁ ନଚେତ ହୋଇଯିବେ ବର୍ବାଦ। ମା ଅନ୍ନପୂର୍ଣ୍ଣା କ୍ରୋଧିତ ହେବେ। ଆପଣମାନେ ତ ସମସ୍ତେ ଭଲ ଭାବରେ ଜାଣିଥିବେ ବାସ୍ତୁଶାସ୍ତ୍ର ଆମ ଜୀବନର ବହୁତ ପ୍ରଭାବ ପକାଇଥାଏ। ତେବେ ଜୀବନରେ ଯେତେ ଦୁଃଖ ଆସୁ କିଛି କାରଣ ବାସ୍ତୁଶାସ୍ତ୍ର ମଧ୍ୟ ତାହାର କାରଣ ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଆପଣ କାମ କରିବେ ତେବେ ଆପଣଙ୍କୁ ମା ଅନ୍ନପୂର୍ଣ୍ଣାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ନଚେତ ତାଙ୍କ କପ ସହିବାକୁ ପଡ଼ିଥାଏ। ଶାସ୍ତ୍ର ଅନୁଯାୟୀ ଆମେ ଆପଣଙ୍କୁ ଏମିତି କିଛି ଜଣାବାକୁ ଯାଉଛୁ ଯାହାକୁ ଆପଣ ଭୁଲରେ ମଧ୍ୟ ରୋଷେଇ ଘରେ କରିବା ଉଚିତ ହୋଇନଥାଏ।

ପ୍ରଥମେ ହେଉଛି ଶାସ୍ତ୍ର ଅନୁଯାୟୀ ଯେତେବି ସମୟ ଧରି ପନିପରିବା ରଖାଯାଇଥାଏ ଆଉ ସଢି ଯାଇଥାଏ ତେବେ ସେହି ଘରେ ରାହୁ ଆଉ କେତୁଙ୍କ କୋପ ଦୃଷ୍ଟି ସୃଷ୍ଟି ହୁଏ। ତେବେ ପରିବାକୁ ଆପଣ ସଢ଼ିବାକୁ ଦିଅନ୍ତୁ ନାହିଁ। ସେହି ଘରକୁ ନଷ୍ଟ କରିଦିଅନ୍ତି ରାହୁ ଆଉ କେତୁ। ତେବେ ଭୁଲରେ ମଧ୍ୟ ପନିପରିବା ବହୁତ ସମୟ ପର୍ଯ୍ୟନ୍ତ ଘରେ ରଖନ୍ତୁ ନାହିଁ ନଚେତ ଆପଣଙ୍କ ଘରୁ ମା ଲକ୍ଷ୍ମୀ ଚାଲିଯିବେ।

ଦ୍ୱିତୀୟରେ ହେଉଛି ଦେଖିବାକୁ ଗଲେ ଶାସ୍ତ୍ର ଅନୁଯାୟୀ ରୋଷେଇ ଘରେ ଭଗବାନଙ୍କ ବାସସ୍ଥାନ। ସେଥିପାଇଁ ରୋଷେଇ ଘରକୁ ଅସନା ରଖନ୍ତୁ ନାହିଁ। ରାତିରେ ଶୋଇବା ପୂର୍ବରୁ ବାସନ ଆଉ ରୋଷେଇ ଘରକୁ ସଫା କରି ଶୋଇବା ଉଚିତ। ତେବେ ରୋଷେଇ ଘର ବହୁତ ଶୁଦ୍ଧ ହୋଇଥାଏ ଏହାକୁ ଅସନା ରଖିଲେ ଶନିଙ୍କର ଖରାପ ନଜର ପଡିବାର ଆଶଙ୍କା ଦେଖାଯାଏ।

ତୃତୀୟ। ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ମହିଳାଙ୍କ ମାସିକ ଧର୍ମ ହୋଇଥାଏ ତାଙ୍କୁ ଅଧିକ କାମ କରିବାକୁ ପଡିଥାଏ ସେହି ଘରେ ମା ଲକ୍ଷ୍ମୀ ଛାଡି ଯାଆନ୍ତି। ଶାସ୍ତ୍ର ଅନୁଯାୟୀ ସେହି ସମୟରେ ମହିଳାଙ୍କୁ ଆରାମ ଦେବା ଉଚିତ। କିନ୍ତୁ ଯେଉଁ ଘରେ ମହିଳାଙ୍କୁ ଅଧିକ କାମ କରାଇଥାନ୍ତି ସେହି ଘରୁ ମା ଲକ୍ଷ୍ମୀ ଛାଡି ପଳାଇ ଥାନ୍ତି।

ଚତୁର୍ଥରେ। ଯେଉଁ ଘରେ ଶାସ୍ତ୍ର ଅନୁଯାୟୀ କଢେଇ ବା ବେଲଣା କାଠି ଭଳି ଜିନିଷ ଭାଙ୍ଗି ଯାଉଛି ତେବେ ବଦଳି ଦେବା ଉଚିତ। କାରଣ ଏଭଳି ଜିନିଷ ଘରେ ରହିଲେ ବାସ୍ତୁ ଉପରେ ପ୍ରଭାବ ପଡିଥାଏ ରାହୁ କେତୁଙ୍କ ଘରେ ଖରାପ ପ୍ରଭାବ ପଡିଥାଏ। ଯେଉଁ ଘରେ ଡୋଳା ହୋଇଥିବା ଅଟା ବହୁତ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖିଥାନ୍ତି ସେହି ଘରେ ନକରାତ୍ମକ ଶକ୍ତିର ପ୍ରଭାବ ଅଧିକ ପଡିଥାଏ। ତେଣୁ ଏହା ଘରେ ଭୁଲରେ ମଧ୍ୟ କରନ୍ତୁ ନାହିଁ। ଜାଣିଲେ ରୋଷେଇ ଘରେ ଏହି ୩ ଟି କାମ କରିଲେ ମା ଅନ୍ନପୂର୍ଣ୍ଣା ହେବେ କ୍ରୋଧିତ।

Related Articles

Leave a Reply

Your email address will not be published. Required fields are marked *

Back to top button