IBN ଓଡ଼ିଶା ବ୍ୟୁରୋ

ରାତିରେ ଶୋଇବା ସମୟରେ ସ୍ତ୍ରୀ ମାନେ ନିଶ୍ଚୟ ଛୁଅନ୍ତୁ ସ୍ଵାମୀଙ୍କର ଏହି ଅଙ୍ଗ,ଆଉ ତା ପରେ ଦେଖନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ରାତିରେ ଶୋଇବା ସମୟରେ ସ୍ତ୍ରୀ ମାନେ ସ୍ୱାମୀର କେଉଁ ଅଙ୍ଗ ଦବାଇଲେ ଆପଣଙ୍କ ଘରେ ନିଶ୍ଚୟ ଧନର ବର୍ଷା ହେବ।ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ଅଙ୍ଗକୁ ଦେଖି ତା ବିଷୟରେ ସମସ୍ତ କଥା ଜାଣିହେବ। ପରିବାର ସ୍ତ୍ରୀ ବିନା ସମ୍ଭବ ନୁହେଁ। ଏଣୁ ଗୋଟିଏ ସ୍ତ୍ରୀକୁ ମା ଲକ୍ଷ୍ମୀଙ୍କ ରୂପ ସ୍ୱରୂପ ବୋଲି ମନାଯାଇଅଛି। ଆପଣ ନିଶ୍ଚିତ ଜାଣିଥିବେ ଯେ ପୂର୍ବ କାଳରୁ ଆପଣ ପୂର୍ବଜ ମାନଙ୍କ ମଧ୍ୟରେ ଅପାର ପ୍ରେମ ଦେଖିବାକୁ ମିଳୁଥିଲା।ଉଭୟ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ସମ୍ମାନ କରୁଥିଲେ। ପୂର୍ବ କାଳରେ ଗୃହିଣୀଙ୍କୁ ମା ଲକ୍ଷ୍ମୀଙ୍କ ପ୍ରତିମା ମାନି ତାଙ୍କୁ ସମ୍ମାନ ଦିଆଯାଉଥିଲା। ମାତ୍ର ଆଧୁନିକ ଯୁଗରେ ଆପଣ ମାନଙ୍କ ମଧ୍ୟରେ ପରସ୍ପର ପ୍ରତି ସମ୍ମାନ କମ ହେବାରେ ଲାଗିଛି।

ଗୁରୁଜନ ମାନେ କହିଛନ୍ତି ଯେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିବା ନିଶ୍ଚୟ ଆବଶ୍ୟକ। ପରସ୍ପର ସହିତ ବିଶ୍ୱାସ ପୂର୍ବକ ସେବା ଭାବନା ରହିବା ଆବଶ୍ୟକ। କାରଣ ବର୍ତ୍ତମାନ ଯାହା ଆପଣଙ୍କ ପିଲାମାନେ ଦେଖିବେ ତାହା ଭବିଷ୍ୟତରେ ଶିଖିବେ। ଶାସ୍ତ୍ରରେ ଏହି କଥାକୁ ଆପଣ ମାନେ ଜାଣିଥିବେ ଯେ ମା ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କ ସହିତ ଶ୍ରୀ ସାଗରରେ ଶେଷ ନାଗଙ୍କ ଶଯ୍ୟା ଉପରେ ବିରାଜମାନ ରହିଥାନ୍ତି। ଏହା ବ୍ୟତୀତ ଶ୍ରୀ ସାଗରରେ ଭଗବାନ ବିଷ୍ଣୁଙ୍କ ଚରଣ କମଳକୁ ମା ଲକ୍ଷ୍ମୀ ସ୍ପର୍ଶ କରୁଥିବାର ଦର୍ଶାଯାଏ। ଏଥିପାଇଁ ମହିଳା ମାନଙ୍କୁ ଦେବୀ ବୋଲି କୁହାଯାଉଅଛି। ଗୋଟିଏ ମାନ୍ୟତା ଅନୁଯାୟୀ ସ୍ତ୍ରୀ ସ୍ୱାମୀଙ୍କ ପାଦ ଦବାଇ ଥାଏ ସେହି ଘରେ ସର୍ବଦା ମା ଲକ୍ଷ୍ମୀ ବିରାଜମାନ ହୋଇଥାନ୍ତି। ଏହି ବିଷୟରେ ଗ୍ରହ ମାନଙ୍କ ସମ୍ବଦ୍ଧରେ ମଧ୍ୟ ଗୋଟିଏ ବିଶେଷ କଥା କୁହାଯାଇଛି। କୁହାଯାଇଅଛି ଯେ ପୁରୁଷ ମାନଙ୍କ ପାଦ ଠାରୁ ଆରମ୍ଭ କରି ଆଣ୍ଠୁ ପର୍ଯ୍ୟନ୍ତ ଯେଉଁ ଭାଗ ରହିଅଛି ସେହି ଭାଗ ଭଗବାନ ଶନିଦେବଙ୍କର ଅଟେ। ସ୍ତ୍ରୀଙ୍କ ହାତରୁ ଆରମ୍ଭ କରି ଆଙ୍ଗୁଠି ପର୍ଯ୍ୟନ୍ତ ରହିଥିବା ଭାଗ ଶୁକ୍ରଦେବ ଅଟନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁଯାୟୀ ଯେତେବେଳେ ସ୍ୱାମୀଙ୍କ ଉପରେ ଶୁକ୍ରଙ୍କ ପ୍ରଭାବ ପଡିଥାଏ ସେତେବେଳେ ଧନର ପ୍ରାପ୍ତି ଅବଶ୍ୟ ହୋଇଥାଏ। ଏଥିପାଇଁ ସ୍ତ୍ରୀ ନିଜ ସ୍ୱାମୀଙ୍କ ପାଦ ଦବାଇଲେ ଧନର ବର୍ଷା ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button