ଦେଶ

ଇପିଏଫ ସୁଧହାର ବୃଦ୍ଧି – Ibnodisha

[ad_1]

ନୂଆଦିଲ୍ଲୀ : ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ପିଏଫ୍‌ ଉପରେ ନୂତନ ସୁଧ ହାର ଚୂଡାନ୍ତ କରିଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପିଏଫ୍‌ ଆକାଉଣ୍ଟଧାରୀମାନେ ସେମାନଙ୍କର ପିଏଫ୍‌ ଟଙ୍କା ଉପରେ ୮.୨୫ ପ୍ରତିଶତ ହାରରେ ସୁଧ ପାଇବାକୁ ଯାଉଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧହାର ବୃଦ୍ଧି ପାଇଛି । ସୁଧହାର ୮.୨୫କୁ ପ୍ରତିଶତ ବୃଦ୍ଧି ନେଇ ସିବିଟି ପକ୍ଷରୁ ସୂଚନା ଜାରି କରାଯାଇଛି । ବିଗତ ୩ ବର୍ଷ ଭିତରେ ଏହା ସର୍ବାଧିକ ସୁଧହାର ବୋଲି ସୂଚନା ମିଳିଛି । ପୂର୍ବ ବର୍ଷ ସୁଧହାର ୮.୧୦ ପ୍ରତିଶରୁ ୮.୧୫ ପ୍ରତିଶତକୁ ବୃଦ୍ଧି ପାଇଥିଲା ।

ନରସିଂହ ଚୌଧୁରୀ ମହାବିଦ୍ୟାଳୟ ପରିସରରେ ବିରଜା ବକୃତାମାଳା ଅନୁଷ୍ଠିତ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button