ଦେଶ

ଇମ୍ରାନ ଖାନ୍‌ଙ୍କୁ ଜାମିନ – Ibnodisha

[ad_1]

ନୂଆଦିଲ୍ଲୀ: ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କୁ ୯ଟି ମାମଲାରେ ଜାମିନ ମିଳିଥିବା ସୂଚନା ରହିଛି ।  ପୂର୍ବତନ ବୈଦେଶିକ ମନ୍ତ୍ରୀ କୁସେରୀଙ୍କୁ ୧୩ଟି ମାମଲାରେ ଜାମିନ ହୋଇଥିବା ସୂଚନା ରହିଛି । ଜାମିନ ମିଳିବା ସ୍େ‌ତ୍ୱ ଜେଲରୁ ମୁକୁଳିବେ ନା ନାହିଁ ଏବେ ଯାଏଁ ଏହା ଜଣାପଡିନାହିଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button