IBN ଓଡ଼ିଶା ବ୍ୟୁରୋ

ସ୍ଵର୍ଗରେ ଭଗବାନ ମହାଦେବ ବନାଇଛନ୍ତି ଏହି 2 ଯୋଡି ! ଜୀବନରେ କେବେବି କାହା ସାଥ୍ ଛାଡିନଥାନ୍ତି

ବନ୍ଧୁଗଣ ଏହି କପୁଲ୍ ନିଜ ଜୀବନରେ କେବେବି ଅଲଗା ହୋଇନଥାନ୍ତି । କାରଣ ଏହି 2 ଯୋଡିଙ୍କ ଉପରେ ସ୍ଵୟଂ ପ୍ରଭୁ ଶିବଙ୍କର କୃପା ଦ୍ରୁଷ୍ଟି ରହିଛି । ସେଥିପାଇଁ ଏହି ଯୋଡିକୁ ସ୍ଵର୍ଗରୁ ଭଗବାନ ଶିବ ବନାଇ ଛାଡିଛନ୍ତି ବୋଲି କୁହାଯାଏ । ବନ୍ଧୁଗଣ ପ୍ରେମକୁ ଜୀବନର ଏକ ଅମୂଲ୍ୟ ଓ ସୁନ୍ଦର ଅନୁଭବ ବୋଲି ମାନାଯାଇଥାଏ । ତେଣୁ ପ୍ରତ୍ଯେକ ବ୍ୟକ୍ତି ଜୀବନରେ ପ୍ରକୃତ ଭଲପାଇବା ପାଇବା ପାଇଁ ଚାହିଁଥାନ୍ତି । ଏହି ଦୁନିଆରେ କାହା ପାଇଁ କିଏ ନା କିଏ ନିହାତି ଭାବେ ଗଢା ହୋଇଛନ୍ତି । ତେବେ ଆପଣ ଆଜି ଜାଣିବାକୁ ପାଇବେ । କେଉଁ 2 ଟି ଯୋଡିକୁ ଭଗବାନ ଶିବ ସ୍ଵୟଂ ବନାଇଛନ୍ତି ।

Sଓ P; – ଏହି ଅକ୍ଷରରୁ ଆରମ୍ଭ ନାମର ଯୋଡିର ବ୍ୟକ୍ତି ଦୁହେଁ ଦୁହିଙ୍କର ସାଠ ଜୀବନ ସାରା ଦେଇଥାନ୍ତି । ଏହୋ ଯୋଡି ପରସ୍ପର ପାଇଁ ପରଫେକ୍ଟ ମ୍ଯାଚ ମଧ୍ୟ ହୋଇଥାନ୍ତି । ଏହି ଅକ୍ଷରରୁ ଆରମ୍ଭ ହୋଇଥିବା ନାମର କପୁଲ୍ ଉଭୟ ଉଭୟଙ୍କର ଭାବନାକୁ ଭଲ ଭାବେ ବୁଝିବା ସହ ଅନ୍ୟର ଭାବନାକୁ ବହୁତ ସମ୍ମାନ ଦେଇଥାନ୍ତି ।

ଏମାନଙ୍କ ମଧ୍ୟରେ ଏତେ ପ୍ରେମ ଓ ବୁଝାମଣା ଥାଏ । ଯେ ଏମାନେ ଛୋଟ ଛୋଟ କଥାକୁ ନେଇ ନିଜ ନିଜ ଭିତରେ ଝଗଡା କି ମନୋମାଳିନ୍ୟ କରିବାକୁ ଭଲ ପାଇନଥାନ୍ତି । ତେଣୁ ଏହି ଯୋଡି ବହୁତ ସୁନ୍ଦର ହୋଇଥାଏ । ଏମାନେ ଜୀବନରେ କେବେ ଅଲଗା ହୋଇନଥାଏ ।

D ଓ B; – ଏହି ଅକ୍ଷରରୁ ଆରମ୍ଭ ନାମର ଯୋଡି ସ୍ଵର୍ଗରୁ ହିଁ ବନା ହୋଇକି ଆସିଥାଏ ବୋଲି କୁହାଯାଏ । ଏମାନେ ପରସ୍ପର ଠାରୁ ଅଲଗା ହୋଇକି ରହିପାରିନଥାନ୍ତି । ପରସ୍ପରଙ୍କ ମଧ୍ୟରେ କେବେ ଈର୍ଷା ଭାବ ଆସିନଥାଏ । ଏହି କପୁଲ୍ ନିଜ ପାର୍ଟନରର ଗୋଟି ଗୋଟି କରି ସବୁ ଇଛାକୁ ପୂରଣ କରିବାକୁ ମଧ୍ୟ ଭଲ ପାଇଥାନ୍ତି । ତେଣୁ ଏମାନଙ୍କ ମଧ୍ୟରେ ବହୁତ ସମ୍ମାନ ଓ ଭଲ ପାଇବା ରହିଥାଏ ।

ଏହି ଯୋଡି ସବୁଦିନ ପାଇଁ ଅତୁଟ ଯୋଡି ହୋଇ ରହିଥାଏ । ଏମାନେ ନିଜ ପାର୍ଟନର ଛଡା ଅନ୍ୟ କାହା କଥା ନିଜ ସ୍ଵପ୍ନରେ ବି ଆଣନ୍ତି ନାହିଁ । ସବୁବେଳେ ନିଜ ଲାଇଫ ପାର୍ଟନର ପ୍ରତି ଲୋୟାଲ ହୋଇ ରହିଥାନ୍ତି । ଯେଉଁ କାରଣରୁ ଏମାନଙ୍କ ମଧ୍ୟରେ ପ୍ରେମ କେବେବି କମିନଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button