IBN ଓଡ଼ିଶା ବ୍ୟୁରୋ

ଦିନକୁ ଦିନ ବଢୁଛି କ୍ୟାନ୍ସର, ଏହି ସବୁ ସତର୍କତା ଅବଲମ୍ବନ କଲେ ଦୂରେଇ ରହିବ କ୍ୟାନ୍ସର

ବର୍ତ୍ତମାନ ବିଶ୍ଵର ସବୁଠାରୁ ବଡ଼ ସମସ୍ୟା ହେଉଛି କ୍ୟାନ୍ସର । ଯାହାର ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି ଲୋକେ ଆଜି ଆସି ଚନ୍ଦ୍ରପୃଷ୍ଟ ରେ ମାରିଲେନି ହେଲେ ଆଜି ଯାଏ କିନ୍ତୁ ମିଲିପରିଲାନି କ୍ୟାନ୍ସର ରୋଗର ଔଷଧ।ଦିନ ଥିଲା ପ୍ରାୟ କେତେକ ବୟସ୍କ ଲୋକଙ୍କ ପାଖରେ ହିଁ ଏହି ରୋଗ ଦେଖିବାକୁ ମିଳୁଥିଲା ହେଲେ ଏବେ କିନ୍ତୁ କିଛି ବାଡ଼ ବନ୍ଧ ନାହିଁ କ୍ୟାନ୍ସର ପାଇଁ ।

ଏକ ଅଧ୍ୟୟନ ରୁ ଜଣାପଡିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ପ୍ରାୟ ୬୦ଲକ୍ଷ୍ୟ କ୍ୟାନ୍ସର ରୋଗୀ ଚିହ୍ନଟ ହୋଇଛନ୍ତି ଯେଉଁମାନଙ୍କ ଭିତରୁ ଅଧିକାଂଶ ୫୦ବର୍ଷ ରୁ କମ ଲୋକ ରହିଛନ୍ତି ।ଏପରିକି କିଛି କ୍ଷେତ୍ରରେ ଏହା ୧୪ବର୍ଷ ରୁ ୪୦ବର୍ଷ ମଧ୍ୟରେ ମଧ୍ୟ ଦେଖିବାକୁ ମିଳିଛି ।ଜନ୍ମିତ ଶିଶୁଙ୍କୁ ମଧ୍ୟ ଛାଡ଼ିନି ଏହି କ୍ୟାନ୍ସର।

ତେବେ କ୍ୟାନ୍ସର ହେବାର ବିଭିନ୍ନ ପ୍ରକାରର କାରଣ ରହିଛି ।କିଛି କାରଣ ଏପରି ରହିଛି ଯାହାକୁ ଏବେବି ମେଡିକାଲ ବିଜ୍ଞାନ ଚିହ୍ନଟ କରିବାରେ ଅକ୍ଷମ ହୋଇଛି ତେବେ ଯଦି କିଛି ସାଧାରଣ କାରଣ କଥା କୁହାଯାଏ ତାହା ହେଉଛି ମୋଟ ପଣ ରେଡମିଟ ଅତ୍ୟଧିକ ଲୁଣ ର ସେବନ ଶାରୀରିକ ପରିଶ୍ରମ ନକରିବା ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ଏପରି କଣ ସବୁ ଉପାୟ ରହିଛି ଯାହାକୁ ଆପଣାଇବା ଦ୍ଵାରା ଆପଣ କ୍ୟାନ୍ସର ରୋଗ ଠାରୁ ନିଜକୁ ଦୂରେଇ ରଖିପାରିବେ ।।

* ବିଶେଷ ବାହାରର ଖାଦ୍ୟ ନଖାଇ ଶସ୍ୟ ପନିପରିବା ଜାତୀୟ ଖାଦ୍ୟ ଖାଆନ୍ତୁ।

* ପ୍ରତିଦିନ କିଛି ପରିମାଣର ଶାରୀରିକ ପରିଶ୍ରମ କରନ୍ତୁ ।

* ଯେତେ ଦୂର ସମ୍ଭବ ନିଶାଦ୍ରବ୍ୟ ଠାରୁ ଦୁରେଇ ରୁହନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button