ରାଜ୍ୟ

୮ ଘଣ୍ଟିଆ ନୂଆପଡା ବନ୍ଦ – Ibnodisha

[ad_1]

ନୂଆପଡା : ଶ୍ରମିକ ମହାସଂଘ ପକ୍ଷରୁ ୮ ଘଣ୍ଟିଆ ନୂଆପଡା ବନ୍ଦ । ନୂଆପଡା ଜିଲ୍ଲାର ଶ୍ରମିକ ସମସ୍ୟା, ଦାଦନ ମୁକ୍ତ, ବେଆଇନ୍‌ ମଦ ବିକ୍ରି, ବେକାରୀଙ୍କୁ ରୋଜଗାର, ଭ୍ରଷ୍ଟାଚାର ମୁକ୍ତକୁ ଦୃଷ୍ଟିରେ ରଖି ନୂଆପଡ଼ା ଶ୍ରମିକ ମହାସଂଘ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ନୂଆପଡା ଜିଲ୍ଲାର କୁରୁମପୁରୀ, ତରବୋଡ଼, ଉଦ୍ୟାନବନ୍ଧ, କୋମନା, ଖଡ଼ିଆଳ ଠାରେ ଜାତୀୟ ରାଜପଥ ୩୫୩ ଅବରୋଧ କରାଯାଇଛି । ଏଥିସହ ଜିଲ୍ଲାର ସମସ୍ତ ଦୋକାନ ବଜାର ସହ ଗାଡି ଚଳାଚଳ ବନ୍ଦ ରହିଛି।ଗାଡି ଚଳାଚଳ ବନ୍ଦ ହେବାସହ ସମସ୍ତ ଦୋକାନ ବଜାର । ଶ୍ରମିକ ମହାସଂଗ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ପ୍ରଭାବରେ ଯାତାୟତରେ ବାଧା ସୃଷ୍ଟି ହୋଇଛି । ଶ୍ରମିକ ମହାସଂଗ କରିଥିବା ଦାବିର ଯଦି ସମାଧାନ ନ କରାଯାଏ ତେବେ ସେମାନେ ଆହୁରି କଠୋର ପଦକ୍ଷେପ ନେବେ ବୋଲି କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button