IBN ଓଡ଼ିଶା ବ୍ୟୁରୋ

ପୁରୁଣା ରୁ ପୁରୁଣା ଭୟଙ୍କର ଆଣ୍ଠୁ ବିନ୍ଧା ବି ଏହି ଲେପ ଲଗାଇବା ମାତ୍ରେ ସମ୍ପୂର୍ଣ ଠିକ ହୋଇଯିବ

ଆଜି ଆମେ ଆଲୋଚନା କରିବା ଆଣ୍ଠୁ ବିନ୍ଧା ପାଇଁ ଏମିତି ଏକ ଘରୋଇ ଉପଚାର ବିଷୟରେ ଯାହା ବହୁତ ଅଧିକ ଚମତ୍କାରୀ ଅଟେ । ଯଦି ଆପଣ ବିନ୍ଧା ହେଉଥିବା ଜାଗାରେ ଲଗାଇବେ ତେବେ ଆପଣଙ୍କ ଆଣ୍ଠୁ ଗଣ୍ଠି ବିନ୍ଧା ସବୁଦିନ ପାଇ ଦୂର ହୋଇଯିବ ।

ତେବେ ଆସନ୍ତୁ ଜାଣିବା ଆପଣଙ୍କୁ ଏହା ପାଇଁ କଣ କରିବାକୁ ହେବ । ଆପଣଙ୍କୁ ଏହି ଉପାୟ ପାଇଁ ସର୍ବ ପ୍ରଥମେ ହଳଦୀ ଗୁଣ୍ଡର ଆବଶ୍ୟକ ହୋଇଥାଏ । ଆପଣ ଗୋଟିଏ ଚାମଚ ହଳଦୀ ଗୁଣ୍ଡଗୋଟିଏ ପାତ୍ରରେ ନିଅନ୍ତୁ । ଆଉ ଦିତୀୟ ଜିନିଷଟି ହେଉଛି ଚିନୀ ଗୁଣ୍ଡ ।


ଆପଣ ଏହି ହଳଦୀ ଗୁଣ୍ଡରେ ଏକ ଚାମଚ ହଳଦୀ ଗୁଣ୍ଡକୁ ଭଲ ଭାବରେ ମିଶାନ୍ତୁ । ଆବେ ଆପନ୍ନକୁ ତୃତୀୟ ସାମଗ୍ରୀ ଆବଶ୍ୟକ ଅଟେ ତାହା ହେଉଛି ଚୂନ । ଏହି ଚୂନକୁ ଆପଣ ଅଳ୍ପ ମାତ୍ରାରେ ବ୍ୟବହାର କରନ୍ତୁ । ଏବେ ଆପଣ ଏଥିରେ ଅଳ୍ପ ପାଣି ମିଶାନ୍ତୁ । ଏହି ମିଶ୍ରଣକୁ ଚାମଚ ସାହାର୍ଯ୍ୟ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାକୁ ମିଶାଇବା ଦ୍ଵାରା ଏହା ଲାଲ ହୋଇଯିବ । ଅଳ୍ପ ଅଳ୍ପ ପାଣି ଦେଇ ଆପଣ ଏହାର ଗାଢା ପେଷ୍ଟ ପ୍ରସ୍ତୁତ କରନ୍ତୁ ।

ଆମେ ଅଥିରେ ହଳଦୀ ଗୁଣ୍ଡର ପ୍ରୟୋଗ କରିଛି ଯାହା ଆପଣଙ୍କ ଆଣ୍ଠୁରେ ବ୍ଲଡ ସର୍କୁଲେସନ ବଢାଇଦିଏ ଆଉ ସମ୍ପୂର୍ଣ ଠିକ କରିଦିଏ । ଫଳରେ ଆପଣଙ୍କ ଆଣ୍ଠୁରେ ହେଉଥିବା କଷ୍ଟ ସମ୍ପୂର୍ଣ ଦୂର ହୋଇଯାଏ । ଦିତୀୟରେ ଆମେ ଏଥିରେ ଚୂନ ମିଶାଇଛୁ , ଯାହା ମାଂସ ପେଶିଙ୍କୁ କ୍ୟାଲସିୟମର ଆବଶ୍ୟକତା ପଡିଥାଏ । ଯାହା ଆମକୁ ଚୂନରୁ ମିଳିଯାଏ । ଏହା ଦ୍ଵାରା ମଧ୍ୟ ବ୍ଲଡ ସର୍କୁଲେସନ ଠିକ ହୋଇଯାଏ । ଆଉ ମଶଲ ସମ୍ପୂର୍ଣ ଠିକ ହୋଇଯାଏ । ଫଳରେ ଆଣ୍ଠୁ ବିନ୍ଧା ବହୁତ ଶୀଘ୍ର ଠିକ ହୋଇଯାଏ ।

ଆପଣ ଭାବୁଥିବେ ଆମେ ଏଥିରେ ଚିନୀ ଗୁଣ୍ଡ କାହିଁକି ମିଶାଇଲେ । ଚିନୀ ଗୁଣ୍ଡା ଏହି ମିଶ୍ରଣକୁ ଗାଢା କରିଥାଏ । ଆଉ ଗୋଟିଏ ଜାଗାରେ ଭଲ ଭାବରେ ଲାଗି ରୁହେ । ଯେମିତିକି ପ୍ଲାଷ୍ଟର ହୋଇଥାଏ ପୁରୁଣା କାଳରେ ଲୋକ ଏହି ବିଧିକୁ ଆପଣାଉ ଥିଲେ । ଏହା ହଜାର ହଜାର ବର୍ଷ ଧରି ଚାଲି ଆସୁଥିବା ବହୁତ ପୁରୁଣା ଘରୋଇ ଉପଚାର ଅଟେ । ଔ ଏହାର ବର୍ଣନା ଆୟୁର୍ବେଦରେ ମିଳିଥାଏ । ଆସନ୍ତୁ ଜାଣିବା ଏହାର ପ୍ରୟୋଗ କେମିତି କରିବା ।


ଆପଣ ଏହି ପେଷ୍ଟକୁ ଲେପ ପରି ନିଜ ଆଣ୍ଠୁରେ ଠିକସେ ଲଗାଇବାକୁ ହେବ । ଆଉ ଆପଣ ଏହା ଉପରେ ତୁଳା ଲଗାଇ ପଟି ବାନ୍ଧି ପାରିବେ । ରାତିରେ ଶୋଇବା ପୂର୍ବରୁ ଯଦି ଆପଣ ଏହାକୁ ଲଗାଇବେ ସବୁଠୁ ଭଲ ହେବ । ସାତରୁ ଆଠ ଘଣ୍ଟା ଏହା ଲାଗିରହିବା ଦରକାର । ଏମିତି ହେଲେ ଏହା ସବୁଠୁ ଭଲ କାମ କରିବ । ଯଦି ଦିନରେ ଆପଣ ଏହାକୁ ଲଗାଉଛନ୍ତି ତେବେ ପାଞ୍ଚରୁ ଛଅ ଘଣ୍ଟା ଲାଗିରହିବାକୁ ଦିଅନ୍ତୁ । ତେବେ ଯାଇ ଏହା କାମ ଦେବ । ଏହାକୁ ଲଗାତାର ପାଞ୍ଚରୁ ସତଦିନ ପର୍ଯ୍ୟନ୍ତ ଲଗାଇ ପାରିବେ । ଏହା ଦ୍ଵାରା ଆପଣଙ୍କ ଆଣ୍ଠୁ ବିନ୍ଧା ସମପୁର ଦୂର ହୋଇଯିବ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button