IBN ଓଡ଼ିଶା ବ୍ୟୁରୋ

ଚା’ ପିଉଥିବା ଲୋକଙ୍କ ପାଇଁ ବଡ ଖବର, ଆଶ୍ଚର୍ଯ୍ୟ ହେବେ ଜାଣି ଏହି କଥା

ଚାର ବହୁତ ଲାଭ ରହିଛି କିନ୍ତୁ ଶିଙ୍ଗା ପୁରରେ ଚା ପିଇଥିବା ଲୋକଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଗୋଟେ ଭଲ ଖବର । ନେସନାଲ ୟୁନିଭରସିଟି ଅଫ ସିଙ୍ଗାପୁରରେ ବୈଜ୍ଞାନିକ କହିଛନ୍ତିକି ଯେଉଁ ଲୋକ ନିୟମିତ ରୂପରେ ଚା ପିଇଥାନ୍ତି ତାଙ୍କ ମସ୍ତିସ୍କର ଭାଗ ଅନ୍ୟ ଲୋକଙ୍କ ତୁଳନାରେ ବହୁତ ଭଲ ହୋଇଥାଏ ଓ ତାଙ୍କ ଭିତରେ କଥା ବାର୍ତାର ସ୍ଥିତି ବହୁତ ପ୍ରଭାବୀ ହୋଇଥାଏ ।

ସିଙ୍ଗାପୁର ବିଶ୍ୱବିଦ୍ୟାଳୟ ଏହି ପରୀକ୍ଷଣ କରିବା ପାଇଁ ୟୁକେରେ ଏକ୍ସେଟର ବିଶ୍ୱବିଦ୍ୟାଳୟ ସହିତ ଭାଗୀଦାରୀ କରିଛି । ଏହି କେବ୍ରିଜ ବିଶ୍ୱବିଦ୍ୟାଳୟ ଆଉଥରେ ସମର୍ଥିତ ରହିଛି, ଏଥିରେ ୬୦ ବର୍ଷରୁ ଅଧିକା ଆୟୁର ୩୬ ଲୋକଙ୍କ ମସ୍ତିସ୍କର ମୂଲ୍ୟାଙ୍କନ ଓ ଅଧ୍ୟୟନ ନ୍ୟୁରୋ ଇମୋଜିଙ୍ଗ ଦ୍ଵାରା ଆଉଥରେ ସାବଧାନୀ ପୂର୍ବକ କରାଯାଇଛି ।

ଏହାଛଡା ପ୍ରାତ୍ରିଭାଗୀ ମାନଙ୍କ ସ୍ୱାସ୍ଥ୍ୟ, ମନୋବାୟଜ୍ଞାନିକ ସ୍ଥିତି ଓ ଜୀବନ ଶୈଳୀ ବିଷୟରେ ପ୍ରଶ୍ନ ପଚରା ଯାଇଥିଲା । ବ୍ରେନ ମିରରିଙ୍ଗରୁ ଜଣା ପଡିଛିକି ଲୋକ ଯେଉଁମାନେ ଲଗାତର ୨୫ ବର୍ଷରୁ ଗୋଟେ ସପ୍ତାହରେ ଚାରିକପ ଗ୍ରୀନ, ବ୍ଲାକ ବା ସାଧାରଣ ଚା ପିଇବାର ଅଭ୍ୟସ୍ତ ଥିଲେ ଜଣେ ଅନ୍ୟଜଣକ ବହୁତ ଭଲରେ ଜଡିତ ଥିଲେ । ଏହିଭଳି ବହୁତ ଭଲ ପେୟ ଓ ମାନସିକ ସରଞ୍ଚନାର ପ୍ରଥମ ପ୍ରମାଣ ଓ ଏହା ସହିତ ଜଣା ପଡିଥିଲାକି ଚ ପିଇବା ଦ୍ଵାରା ମାନସିକ ମନ୍ଦତାର ଦର କମ ହୋଇଥାଏ ଓ ଏହା ସହିତ ମସ୍ତିସ୍କର କୋସିକାର ଭାଙ୍ଗିବାର ଗତି ଧିମା ହୋଇଥାଏ ।

ବୈଜ୍ଞାନିକ, ମସ୍ତିସ୍କର ଉପଯୋଗୀତାର ସଠିକ ସଡକ ଯାତାୟତରୂପରେ ବରଣିତ କରିଛନ୍ତି, କାରଣ ଯାତ୍ରୀ ସଂଗଠିତ ଯାତାୟାତରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଥାନ୍ତି । ଏହିଭଳି ମସ୍ତିସ୍କ ସରଞ୍ଚନା ସ୍ମୃତି ପାଇଁ ବହୁତ ଭଲ ଓ ମସ୍ତିସ୍କ ଜଲ୍ଦି ଭାବି ଥାଏ ଓ ପ୍ରତିକ୍ରିୟା ଦେଇଥାଏ । ସିଙ୍ଗାପୁର ବିଶ୍ବବିଦ୍ୟାଳୟର ବିଶେଷଜ୍ଞଙ୍କର କହିବା କଥା ଗ୍ରୀନ ଟୀ ପିଇଲେ ବହୁତ ଉପଯୋଗୀ ହୋଇଥାଏ କାରଣ ଏହା କେବଳ ମସ୍ତିଷ୍କକୁ ବହୁତ ଭଲ ବନେଇ ନଥାଏ ଏହା ଛଡା ହୃଦୟ, ରକ୍ତଚାପ ଓ ରୋଗ ମାନଙ୍କୁ ରୋକିବାରେ ସାହାର୍ଯ୍ୟ କରିଥାଏ ।

ଗୋଟେ ପରୀକ୍ଷାରୁ ଜଣା ପଡିଛିକି ଚା ପିଇବା ଦ୍ଵାରା ଆମର ମସ୍ତିସ୍କର ସରଞ୍ଚନା ଉପରେ ପ୍ରଭାବ ପକାଇଥାଏ । ପରିକ୍ଷଣରୁ ଜଣା ପଡିଛି ଯେଉଁ ପିଉଠିବ ସେଇ ଲୋକଙ୍କ ଅପେକ୍ଷାରେ ଫାଇଦାରେ ରହିଥାନ୍ତି, ଯେଉଁ ଲୋକ ଚା ପିଇନଥାନ୍ତି । ନିୟମିତ ଚା ପିଇଲେ ମସ୍ତିସ୍କର ସରଞ୍ଚନା ତାଙ୍କ ଠାରୁ ଅଧିକ ହୋଇଥାଏ ଯେଉଁ ଲୋକ ଚା ପିଇନଥାନ୍ତି ।

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।

Related Articles

Leave a Reply

Your email address will not be published. Required fields are marked *

Back to top button