ଦେଶ

ୟୁଏଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ – Ibnodisha

[ad_1]

ଦୁବାଇ: ଦୁଇ ଦେଶର ମୁଖ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁଏଇର ରଷ୍ଟ୍ରପତି ଶେଖ୍ ମହମ୍ମଦ  ବିନ ଜାଏଦ ଅଲ ନୟହାନଙ୍କ ମଧ୍ୟରେ ୟୁପିଆଇ ଓ ରୂପେକାର୍ଡ ଲଞ୍ଚ କରାଯାଇଛି । ରୁପେ ହେଉଛି ଭାରତୀୟ ମଲ୍ଟି ନ୍ୟାସନାଲ ଫାଇନାନ୍ସିଆଲ ସେବା ଓ ପେମେଣ୍ଟ ସର୍ଭିସ୍ ସିଷ୍ଟ । ଏହାର ଅର୍ଥ ସେଠାରେ ଥିବା ଭାରତୀୟ ସେଠାରେ ଟଙ୍କାକୁ ସୁବିଧାରେ ନେଣ ଦେଣ କରିପାରିବେ । ଏହି ସୁବିଧା ସେଠାରେ ଥିବା ଭାରତୀୟଙ୍କକ ପାଇଁ ବେଶ ଲାଭଦାୟକ ହେବ । ୟୁପିଆଇ ଓ ରୂପେକାର୍ଡ ସେବାକୁ ଲଞ୍ଚ କରିବା ପୂର୍ବରୁ ଦୁଇ ଦେଶର ମୁଖ୍ୟଙ୍କ ମଧ୍ୟରେ ଦ୍ୱିପାକ୍ଷୀକ ଆଲୋଚନା ହୋଇଥିଲା  ା ଏହା ମଧ୍ୟରେ ଡିଜିଟାଲ ଭିତ୍ତିଭୂମି ପ୍ରକଳ୍ପର ବିକାଶ , ଐତିହ୍ୟ ଓ ମ୍ୟୁଜିୟମ ଆଦି କ୍ଷେତ୍ରରେ ସହଯୋଗ ପାଇଁ ଚୁକ୍ତି ରହିଛି । ଭାରତର ବୈଦେଶିକ ମନ୍ତ୍ରୀ ,ଜାତୀୟ ସୁରକ୍ଷା ପରାମର୍ଶଦାତା , ଓ ବୈଦେଶିକ ସଚିବ ପ୍ରମୁଖ ମୋଦୀଙ୍କ ସହ ୨ ଦିନିଆ ଗସ୍ତରେ ସାମିଲ ଅଛନ୍ତି । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆବୁଧାବିରେ ନିର୍ମିତ ରାମ ମନ୍ଦିରର ଉଦଘାଟନ କରିବେ । ଏହାପରେ ଜାଏଡ ସ୍ପୋର୍ଟସ ସିଟିରେ ରହୁଥିବା ଭାରତୀୟ ମାନଙ୍କୁ ସମ୍ବୋଧିତ କରିବେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button