ଦେଶ

ଋଷିଆ କରୁଛି କର୍କଟ ଟୀକା ପ୍ରସ୍ତୁତି – Ibnodisha

[ad_1]

ମସ୍କୋ: ଋଷିଆ କରୁଛି କର୍କଟ ଟୀକା ପ୍ରସ୍ତୁତିମସ୍କୋ: ଅନେକ ଦେଶ ଓ କମ୍ପାନୀ କର୍କଟ ଟୀକା ପ୍ରସ୍ତୁତ ପାଇଁ କାର‌୍ୟ୍ୟ ଚଳାଇଛନ୍ତି । ଏହାରି ଭିତରେ ଋଷ୍ କର୍କଟ ଟୀକା ପ୍ରସ୍ତୁତ ପାଇଁ ଅଧିକ ଗୁରୁତ୍ୱ ରଖିଛି । ବୁଧବାର ଋଷ ରାଷ୍ଟ୍ରପତି ଭ୍ଲାଦିମିରି ପୁଟିନ ଭବିଷ୍ୟତର ପ୍ରଯୁ୍‌କ୍ତିବିଦ୍ୟା ଉପରେ ମସ୍କୋ ଫୋରମରେ ଯୋଗଦେଇ  ଏକ ସୁଚନା ଦେଇଛନ୍ତି ଋଷର ସମସ୍ତ ଅଭିଜ୍ଞ ବୈଜ୍ଞାନିକ କର୍କଟ ଟୀକା ପ୍ରସ୍ତୁତ ପାଇଁ ତତ୍ପରତା ଚଳାଇଛନ୍ତି । ପ୍ରସ୍ତାବିତ ଟୀକା କେଉଁ ପ୍ରକାର କର୍କଟ ରୋଗକୁ ଟାର୍ଗେଟ କରିବ କିମ୍ବା କିପରି ହେବ ତାହା ସେ ସ୍ପଷ୍ଟ କରିନାହାନ୍ତି । କିନ୍ତୁ ଟୀକାର ଆମେ ଅତି ନିକଟତର ହେଉଛୁ ବୋଲି ସେ କହିଛନ୍ତି ।ଗତବର୍ଷ ବ୍ରିଟେନ ସରକାର ଜର୍ମାନୀ ଭିତ୍ତିିକ  ବାୟୋଟେକ୍ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରି ବ୍ୟକ୍ତିଗତ କର୍କଟ ଚିକିତ୍ସା ପ୍ରଦାନ କରୁଥବା କ୍ଲିନିକାଲ୍ ପରୀକ୍ଷା ଆରମ୍ଭ କରି ୨୦୩୦ ସୁଦ୍ଧା ଦଶ ହଜାର ରୋଗୀଙ୍କ ନିକଟକୁ ପହଁଞ୍ଚାଇବାକୁ ଲକ୍ଷ୍ୟ ରଖିଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button