ଖେଳ
ଦମ୍ ଦେଖାଇଲା ଭାରତ – Ibnodisha

[ad_1]
ରାଜକୋଟ : ଇଂଲଣ୍ଡ ଟିମର ବିପର୍ଯ୍ୟୟ ପରେ ଦଳର ସ୍ଥିତିକୁ ସମ୍ଭାଳିଛନ୍ତି ୩ ଖେଳାଳୀ । ଅଧିନାୟକ ରୋହିତ ଶର୍ମା , ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ଯୁବ ବ୍ୟାଟର ସର୍ଫରାଜ ଖାନ କମାଲ କରିଛନ୍ତି । ଏହି ୩ ବ୍ୟାଟରଙ୍କ ଦମଦାର ଖେଳ ଯୋଗୁଁ ପ୍ରଥମ ଦିନରେ ୫ ୱିକେଟ ହରାଇଥିବା ଭାରତ ୩୨୬ ରନ କରିଛି ।
[ad_2]