ରାଜ୍ୟ
ଅଖା ଭିତରେ ଶିଶୁପୁତ୍ରର ମୃତ ଦେହ – Ibnodisha

[ad_1]
ରାୟଗଡା : ରାୟଗଡା ବସ୍ଷ୍ଟାଣ୍ଡ ସାମ୍ନାରୁ ନବଜାତ ଶିଶୁପୁତ୍ରର ମୃତ ଦେହ ଉଦ୍ଧାର ହୋଇଛି । ଅଖା ଭିତରୁ ଶିଶୁପୁତ୍ରର ମୃତ ଦେହ ଉଦ୍ଧାର କଲେ ସଫେଇ କର୍ମଚାରୀ । ଶିଶୁ ଶରୀରରେ ବାପାମାଆଙ୍କ ନାଁ ଲେଖାଥିବା ମେଡିକାଲ ସ୍ଳିପ୍ ଲାଗିଛି । ଦଙ୍ଗାସିଲ୍ ସ୍ୱାସ୍ଥ୍ୟକେନ୍ଦ୍ର ସହ ଶିଶୁର ବାପାମାଆଙ୍କ ନାଁ ଲେଖା ହୋଇଛି । ଶିଶୁପୁତ୍ରର ମୃତ୍ୟୁର କାରଣ ଓ ମୃତଦେହ କିଏ ଫିଙ୍ଗିଲା ତାହା ଅସ୍ପଷ୍ଟ ରହିଛି ।
[ad_2]