IBN ଓଡ଼ିଶା ବ୍ୟୁରୋ
ଭୁବନେଶ୍ୱର ସାଲିଆ ସାହିରେ ପୋଲିସର ବଡ଼ ଧରଣର ଚଢାଉ, ଗୁପ୍ତ କୋଠରୀ ଭିତରେ ଚାଲିଥିଲା ଦେଶୀ ମଦ କାରବାର

ପାର୍ବଣ ପୂର୍ବରୁ ଆକ୍ସନ୍ ମୋଡ୍ରେ କମିଶନରେଟ୍ ପୋଲିସ୍। ଭୁବନେଶ୍ୱର ସାଲିଆ ସାହିରେ ପୋଲିସର ବଡ଼ ଧରଣର ଚଢାଉ। ନିଶା କାରବାର ଉପରେ ବଡ଼ ଛାପା। ଡିସିପିଙ୍କ ନେତୃତ୍ୱରେ ରେଡ୍ କରୁଛି ପୋଲିସ। ପାର୍ବଣକୁ ଦୃଷ୍ଟିରେ ରଖି ଚଢାଉ କରାଯାଉଛି।