IBN ଓଡ଼ିଶା ବ୍ୟୁରୋ
ନିୟମିତ ଶାରୀରିକ ସମ୍ୱନ୍ଧ ସୁସ୍ଥ ରଖିଥାଏ ଏହି ୫ଟି ଭୟଙ୍କର ରୋଗରୁ, ଔଷଧ ଖାଇବା ଆବଶ୍ୟକ ହିଁ ନାହିଁ

କଣ ଆପଣ ଜାଣନ୍ତି ଶାରିରୀକ ସମ୍ପର୍କ ବା ସେକ୍ସ୍ କରିବା ଦ୍ବାରା ଆପଣ ଅନେକ ରୋଗରୁ ବଞ୍ଚିତ ହୋଇ ପାରିବେ । ଶାରିରୀକ ସମ୍ପର୍କ ସ୍ଥାପନ କରିବା ଯେ କେବଳ କାମନାର ମନୋଭାବ ତାହା ନୁହେଁ । ଏହା ପଛରେ ଅନେକ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆପଣ ଯଦି ଶାରିରୀକ ସମ୍ପର୍କ ସ୍ଥାପନ କରୁଛନ୍ତି ତେବେ ଆପଣ ନିଜକୁ କେତେକ ରୋଗରୁ ରକ୍ଷା କରି ପାରିବେ ।ବର୍ତ୍ତମାନ ସମୟରେ ଅନିଦ୍ରତା ଏକ ମୁଖ୍ୟ ସମସ୍ୟା ଅଟେ । ତେବେ ଶାରିରୀକ ସମ୍ପର୍କ ସ୍ଥାପନ ଦ୍ୱାରା ଆପଣ ଏହି ଅନିଦ୍ରାପଣରୁ ମୁକ୍ତି ପାଇ ପାରିବେ ।• ଶାରିରୀକ ସମ୍ପର୍କ ଦ୍ୱାରା ମାଇଗ୍ରେନ୍ ରୁ ଆପଣ ରକ୍ଷା ପାଇ ପାରିବେ ।
• ଆପଣ ସେକ୍ସ୍ ଦ୍ୱାରା ଆପଣ ଅନେକ ମାନସିକ ଚାପରୁ ମଧ୍ୟ ନିଜକୁ ରକ୍ଷା କରି ପାରିବେ ।
• ଆଥରାଇଡ୍ସ ଯନ୍ତ୍ରଣାକୁ କମାଇବାରେ ମଧ୍ୟ ସେକ୍ସ୍ ସହାୟକ ହୋଇଥାଏ ।
• ଏପରିକି ଏକ ଗବେଷଣାରୁ ଜଣା ପଡିଛି କି ସେକ୍ସ୍ କରିବା ଦ୍ୱାରା ହୃଦଘାତ ସମସ୍ୟା ମଧ୍ୟ କମ୍ ହୋଇଥାଏ ।




