ରାଜନୀତି
ମହିଳା କଂଗ୍ରେସ-ପୋଲିସ ଧସ୍ତାଧସ୍ତି – Ibnodisha

[ad_1]
ଭୁବନେଶ୍ୱର : ଭୁବନେଶ୍ୱରରେ ମହିଳା କଂଗ୍ରେସ-ପୋଲିସ ଧସ୍ତାଧସ୍ତି । ନବୀନ ନିବାସ ଯାଉଥିବା ମହିଳା କଂଗ୍ରେସ କର୍ମୀଙ୍କୁ ଅଟକାଇଲା ପୋଲିସ । ପୋଲିସ ବ୍ୟାରିକେଡ ଡେଇଁ ଆଗକୁ ଯିବାକୁ କଂଗ୍ରେସ କର୍ମୀଙ୍କ ଉଦ୍ୟମ । ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି , ଠେଲାପେଲା ; ପୋଲିସ ନାକେଦମ ।
[ad_2]