GK – ନୀଳ ଗୋଲାପ କେଉଁ ଠାରେ ମିଳିଥାଏ ? 15+ GK WITH ANSWERS
ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।
ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏହି ଜ୍ଞାନ ପୂର୍ଣ୍ଣ କଥା ସବୁ ଅନେକ ସମୟରେ ଆମ ଜୀବନରେ କାମରେ ଆସିଥାଏ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।
1- ସୁନା ର ମନ୍ଦିର ଭାରତର କେଉଁ ସହରରେ ଅଛି ?
ଉତ୍ତର- ଅମୃତସର ।
2- ମଣିଷ କୁ ଦିନକୁ କେତେ ଲିଟର ପାଣି ପିଇବା ଉଚିତ ?
ଉତ୍ତର- 8 ଲିଟର ।
3- କେଉଁ ପକ୍ଷୀ କୁ ରାତିର ରାଜା ମାନାଯାଏ ?
ଉତ୍ତର- ପେଚା ।
4- ଦୁନିଆରେ ସବୁଠୁ ମିଠା କ୍ଷୀର କେଉଁ ପଶୁ ର ହୋଇଥାଏ ?
ଉତ୍ତର- ଗାଈ ।
5- ଏମିତି କେଉଁ ସହର ଅଛି ଯିଏ 3ଟି ଭାଷା ମିସିକି ତିଆରି ହୋଇଛି ?
ଉତ୍ତର- ଅହମଦାବାଦ ।
6- କେଉଁ ଜୀବ ଠିଆ ହୋଇ ସୋଇଥାଏ ?
ଉତ୍ତର- ଘୋଡା ।
7- ଧୁଳି ପ୍ରଦ୍ଯୁସଣ କୁ ରୋକୁଥିବା ଗଛର ନାମ କଣ ?
ଉତ୍ତର- ଓସ୍ତ ଗଛ ।
8- କେଉଁ ପଶୁ କୁ ଆଇନା ଦେଖିବାକୁ ଭୟ ଲାଗିଥାଏ ?
ଉତ୍ତର- ଘୁଷୁରି ।
9- କେଉଁ ଦେଶର ଲୋକ ମାଟିର ରୁଟି ଖାଇଥାନ୍ତି ?
ଉତ୍ତର- ହେତି ।
10- କେଉଁ ଗ୍ରହରେ ହୀରା ର ବର୍ଷା ହୋଇଥାଏ ?
ଉତ୍ତର- ବୃହସ୍ପତି ।
11- ସବୁଠାରୁ ତେଜ ରେ ବଢୁଥିବା ଗଛର ନାମ କଣ ?
ଉତ୍ତର- ବାଉଁଶ ।
12- ସବୁଠାରୁ ଅଧିକ ତୀବ୍ର ଦୌଡୁଥିବା ପଶୁ ର ନାମ କଣ ?
ଉତ୍ତର- ଚିତା ।
13- ଭାରତର କେଉଁ ସହର ପାନ ପାଇଁ ପ୍ରସିଦ୍ଧ ଅଟେ ?
ଉତ୍ତର- ବନାରସ ।
14- କେଉଁ ପଶୁ ଲୁହାର କଣ୍ଟା ମଧ୍ୟ ହଜମ କରିପାରେ ?
ଉତ୍ତର- କୁମ୍ଭୀର ।
15- ମସାର ମୁହଁ ରେ କେତୋଟି ଦାନ୍ତ ଥାଏ ?
ଉତ୍ତର- 47ଟି ।
16- ବିଶ୍ଵର ସବୁଠାରୁ ଶକ୍ତିଶାଳୀ ଫଳର ନାମ କଣ ?
ଉତ୍ତର- କିୱି ।
17- କେଉଁ ପରିବା ଖାଇଲେ ମସ୍ତିସ୍କ ତେଜ ହୋଇଥାଏ ?
ଉତ୍ତର- ମୂଳା ।
18- ମିଥିଳା ପେଣ୍ଟିଙ୍ଗ କେଉଁ ରାଜ୍ୟର ପ୍ରସିଦ୍ଧ ଚିତ୍ରକଳା ଅଟେ ?
ଉତ୍ତର- ବିହାର ।
19- ନୀଳ ଗୋଲାପ କେଉଁ ଠାରେ ମିଳିଥାଏ ?
ଉତ୍ତର- ଜାପାନ ।