GK – ସକାଳୁ କଣ ପିଇଲେ ବ୍ଲଡ଼ ପ୍ରେସର ଠିକ ହୋଇଯାଏ ? 15+ GK With Answers
ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।
1- ଶହେ ଟଙ୍କିଆ ନୋଟ ରେ କେତୋଟି ଭାଷା ରହିଛି ?
ଉତ୍ତର- 17ଟି ।
2- କେଉଁ ଦେଶକୁ ମୋତି ମାନଙ୍କର ଦେଶ କୁହାଯାଏ ?
ଉତ୍ତର- ବହରିନ ।
3- କେଉଁ ଦେଶରେ ରାଷ୍ଟ୍ରପତି ଙ୍କ କାର୍ଯ୍ୟକାଳ କେବଳ ଗୋଟିଏ ବର୍ଷ ପାଇଁ ହୋଇଥାଏ ?
ଉତ୍ତର- ସୁଇଜରଲ୍ୟାଣ୍ଡ ।
4- କିଏ ଜନ୍ମ ହେବା ପରେ ଦୁଇ ମାସ ପର୍ଯ୍ୟନ୍ତ ସୋଇ ରହିଥାଏ ?
ଉତ୍ତର- ଭାଲୁ ।
5- କମଳା ଖାଇଲେ କେଉଁ ରୋଗ ଠିକ ହୁଏ ?
ଉତ୍ତର- ମୋଟାପଣ ।
6- କେଉଁ ରାଜ୍ୟରେ ସବୁଠାରୁ ଅଧିକ ସେଓ ଉତ୍ପାଦନ ହୁଏ ?
ଉତ୍ତର- ଜାମ୍ମୁ କାଶ୍ମୀର ।
7- ଶାଶ ବୋହୂ ମନ୍ଦିର କେଉଁ ଠାରେ ରହିଛି ?
ଉତ୍ତର- ଉଦୟପୁର ।
8- ମନୁଷ୍ୟର ଗୋଟିଏ ଆଖି ର ଓଜନ କେତେ ହୋଇଥାଏ ?
ଉତ୍ତର- 8 ଗ୍ରାମ ।
9- କେଉଁ ଦେଶର ଆଳୁ ଚାଷ କରାଯାଏ ନାହିଁ ?
ଉତ୍ତର- ବେନିଆ ।
10- ପର୍ବତ ମାନଙ୍କର ରାଣୀ କାହାକୁ କୁହାଯାଏ ?
ଉତ୍ତର- ମସୁରୀ ।
11- କେଉଁ ଦେଶକୁ ସୁନ୍ଦରୀ ମାନଙ୍କର ଦେଶ କୁହାଯାଏ ?
ଉତ୍ତର- ଫ୍ରାନ୍ସ ।
12- କେଉଁ ଜୀବ ଉପରେ ମଦ ପକାଇଲେ ସେ ମରିଯାଏ ?
ଉତ୍ତର- ବିଛା ।
13- କେଉଁ ଦେଶର ସବୁଠାରୁ ଅଧିକ ଡାକଘର ଅଛି ?
ଉତ୍ତର- ଭାରତ ।
14- ଭାରତର ପ୍ରବେଶ ଦ୍ଵାର କାହାକୁ କୁହାଯାଏ ?
ଉତ୍ତର- ମୁମ୍ବାଇ ।
15- ଭାରତର ସବୁଠାରୁ ଅଧିକ ପ୍ରଦ୍ଯୁସିତ ସହତ କେଉଁଠି ଅଛି ?
ଉତ୍ତର- ଦିଲ୍ଲୀ ।
16- ଚା ପିଇଲେ କେଉଁ ମାରାତ୍ମକ ରୋଗ ହୋଇଥାଏ ?
ଉତ୍ତର- ପାଇରିଆ ।
17- କଣ ଖାଇଲେ କିଡନୀ ସବୁବେଳେ ସୁସ୍ଥ ରହିଥାଏ ?
ଉତ୍ତର- ପିଆଜ ।
18- ସକାଳୁ କଣ ପିଇଲେ ବ୍ଲଡ଼ ପ୍ରେସର ଠିକ ହୋଇଯାଏ ?
ଉତ୍ତର- ପଇଡ ପାଣି ।