ଅପରାଧ

ଭୁଜାଲିରେ ହାଣି ୨ ଲକ୍ଷ ଲୁଟ୍‌ – Ibnodisha

[ad_1]

ରାଜଗାଙ୍ଗପୁର : ଭୁଜାଲିରେ ହାଣି ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠୁ ଲୁଟ୍ । ଜମପାଲି ଛକରେ ଭୁଜାଲି ମାଡ କରି ଲୁଟି ନେଲେ ୨ ଲକ୍ଷ ଟଙ୍କା । ୪ ଦୁର୍ବୃତ୍ତ ବାଇକରେ ଆସି ଲୁଟ୍ କରିଥିବା ନେଇ ଅଭିଯୋଗ । ଗୁରୁତର ଅବସ୍ଥାରେ ପେଟ୍ରୋଲ ପମ୍ପ କର୍ମଚାରୀ ମେଡିକାଲରେ ଭର୍ତ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେଜ୍ରିୱାଲ୍‌ଙ୍କୁ ସପ୍ତମଥର ସମନ ପଠାଇଲା ଇଡି

The post ଭୁଜାଲିରେ ହାଣି ୨ ଲକ୍ଷ ଲୁଟ୍‌ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button